-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
12-Jan-2022
ଲୋଇସିଂହା, ଲୋଇସିଂହା ବ୍ଲକ ନିକଟସ୍ଥ ସରଗାଡ ଠାରେ ଆଜି ଯୁବ ସମାଜସେବୀ ଜିତୁସାହୁଙ୍କ ନେତୃତ୍ଵରେ ସ୍ବାମୀ ଵିବେକାନନ୍ଦଙ୍କ ଜନ୍ମଦିନ କୁ ଯୁବଦିବସ ରୂପେ ପାଳନ କରାଯାଇଛି l ଏହି ସଭାରେ ସ୍ବାମୀ ବୀବେକାନନ୍ଦଙ୍କ ଫଟୋରେ ଦୀପ ପ୍ରଜ୍ବଳିତ କରିବା ସହ ଯୁବକମାନେ କିପରି ସଚେତନ ରହି ଆଗକୁ ବଢିବେ ଓ ସ୍ୱାମୀ ବିବେକାନନ୍ଦଙ୍କ ଆତ୍ମଜୀବନୀ ବିଷୟରେ ଆଲୋଚନା ହୋଇଥିଲା l ପିଙ୍କୁ ପଟେଲ,ଅଭିଷେକ ସାଏ ପଟେଲ,ଆଲୋକ ପଟେଲ,ଜୟନ୍ତ ସେଠ୍,ସୁମନ୍ତ ଭୋଇ,ଦୀପକ ବିଶି,ତରଣି ବିଶି,ବିଗ୍ରମ୍ ଶା,ସରୋଜ ସାଣ୍ଡ,ଗୟାଧର ମୁଗ୍ରୀ,ବିନାୟକ କୁଅଁର,ଜ୍ୟୋତି ବେହେରା,ସନତ ପଟେଲ,ନିଖିଲ ଭୋଇ,ଶ୍ରୀତମ ବିଶ୍ଵାଳ,ଶୁଭମ୍ ସାହୁ,ମୋହନ ସେଠ୍,ନର୍ସିଂ ସାହୁ,ଓମ୍ ବାରିକ୍ ରୋଷନ ପଟେଲ, ଜିତୁ ପଟେଲ,ସଞ୍ଜୟ ସାହୁ,ମୁକେଶ ମଟାରି,ସୁରେଶ ମଟାରି ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l