-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ସଦର ଥାନା ଅଧିକାରୀ ଭାବେ ଯୋଗ ଦେଲେ: ନିରଞ୍ଜନ ଦାସ // ଅପରାଧ ନିୟନ୍ତ୍ରଣ ପାଈଁ ସଂକଳ୍ପ ନେଲେ

30-Dec-2021



ସୁବର୍ଣ୍ଣପୁର// ଗତ କାଲି ବୁଧବାର ଦିନ ସୁବର୍ଣ୍ଣପୁର ସଦର ଥାନା ର ନୂତନ ଅଧିକାରୀ ଭାବେ ଶ୍ରୀ ନିରଞ୍ଜନ ଦାସ ଯୋଗ ଦେଲେ l  ମନ୍ଦିର, ମେଡିକାଲ, ରିଙ୍ଗରୋଡ଼ , ସାପ୍ତାହିକ ବଜାର ଓ ବିଭିନ୍ନ ସାଇଟ ବସ୍ଥି ଅଂଚଳ ରେ ଘଟୁଥିବା ଚୋରି, ଲୁଟ ତରାଜ,  ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ଓ  ଟ୍ରାଫିକ ସମସ୍ୟା ସବୁ କୁ ନିୟନ୍ତ୍ରଣ କରିବାକୁ ଦୃଢ଼ ସଂକଳ୍ପ ନେଇ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତି ହେଉଥିବା ଓ ସହର ର ବିଭିନ୍ନ ଅଂଚଳ କୁ ପରିଦର୍ଶନ କରି ବିଭିନ୍ନ ଦିଗ ଉପରେ  ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରୁଥିବା ବିଷୟ ଆଜି ଓଡିଶା ସାମ୍ବାଦିକ ସଂଘ ର  ରାଜ୍ୟ  ଓ ଜ଼ିଲ୍ଲା ସ୍ତରୀୟ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ କୁ ସାକ୍ଷାତ ରେ ଶ୍ରୀ ଦାସ ଦୃଢ଼ତା ର ସହ ପ୍ରକାଶ କରିଛନ୍ତି l ଶ୍ରୀ ଦାସ ଏହା ପୂର୍ବରୁ ସୁବର୍ଣ୍ଣପୁର ଜ଼ିଲ୍ଲା ର ଡୁଙ୍ଗୁରିପାଲି, ତରଭା, ବିନିକା, ଥାନା ସମେତ ପୁରୀ ଜ଼ିଲ୍ଲା ପିପିଲି ଥାନା, ଖୋର୍ଦ୍ଧା ଜ଼ିଲ୍ଲା ର ଅନେକ ଥାନା ରେ ଖୁବ ସାହାସିକତା,  ଦକ୍ଷତା ଓ ସଫଳତା ର ସହିତ କାର୍ଯ୍ୟ କରି ନିଜ କୁ ପ୍ରମାଣିତ କରିଥିବା ଜଣାଯାଇଛି l ଏହା ବ୍ୟତୀତ ସହର ରେ ପୋଲିସ ପେଟ୍ରୋଲିଂ କୁ କଡାକଡି କରି ଆମ ପୋଲିସ ବ୍ୟବସ୍ଥା କାର୍ଯ୍ୟକ୍ରମ ରେ  କିଛି ପରିବର୍ତନ ଓ ସୁଧାର  ଆଣିବାକୁ, ପବ୍ଲିକ ସହ ସୁ -ସମ୍ପର୍କ ସ୍ଥାପନ କରି ସାଧାରଣ ଜନତା କୁ ଉଚିତ ନ୍ୟାୟ ଦେବା ପାଈଁ  ମଧ୍ୟ ସେ ମିଡ଼ିଆ ଜରିଆରେ ସମସ୍ତ ଙ୍କ ସହଯୋଗ ଲୋଡିଛନ୍ତି l ଶ୍ରୀ ଦାସ ପ୍ରଥମେ ଗତ କାଲି ସୁବର୍ଣ୍ଣପୁର ର ଇଷ୍ଠ ଦେବୀ ମା ସୁରେଶ୍ୱରୀ ଙ୍କୁ ଦର୍ଶନ କରି ସହର ରେ ଶାନ୍ତି ପ୍ରତିଷ୍ଠା ପାଈଁ  ଆଶୀର୍ବାଦ ମାଗିଛନ୍ତି ଏବଂ ଏସ- ପି  ଶ୍ରୀ ସୀତାରାମ ଶତପଥୀ ଙ୍କୁ ସାକ୍ଷାତ କରି ତାଙ୍କ ସହ କିଛି ବିଚାର ବିମର୍ଶ ସହିତ କିଛି ପରାମର୍ଶ   ନେଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026

You Might Also Like