-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
28-Dec-2021
ବୀରମହାରାଜପୁର,ମୁର୍ଷୁଣ୍ଢି(ଆର୍ତ୍ତତ୍ରାଣ ଖୁର୍ଡିଆ)// ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଳକ କେନଝିରିଆପାଲି ପଞ୍ଚାୟତ କଦଳୀପାଲିର ଜଣେ ଚାଷୀ ଅଲେଖ ବାଦୀଙ୍କ ଧାନ ଗଦାରେ କେହି ଜଣେ ଦୁବୃର୍ତ୍ତ ଆଜି ସଂଧ୍ଯା ସମୟରେ ନିଆଁ ଲଗାଇ ଦେଇଥିବାରୁ ଧାନ ଗଦା(ଖରି)ଜଳି ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି।ପାଖାପାଖି ୩୦୦ ଭରା(ଧାନ କଲେଇ),ଯାହାର ଆନୁମାନିକ ମୁଲ୍ୟ ୬୦-୭୦ ପ୍ଯାକେଟ ଧାନ ବସ୍ତା ହୋଇପାରେ ବୋଲି ଲୋକ ଚର୍ଚ୍ଚା ହେଉଛି।