-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
26-Dec-2021
କଳାହାଣ୍ଡିକୋକସରା(ତ୍ରିନାଥ ବେଶ୍ରା )
ଆଜି ସାର ବିଶ୍ଵ ରେ ପ୍ରଭୁ ଯୀଶୁ ଙ୍କ ଜନ୍ମ ଦିନ କୁ ଧୁମ ଧାମ ରେ ପାଳ ନ କରୁ ଥିବା ବେଳେ,କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବଡ଼ ଆନନ୍ଦ ସହିତ ପାଳନ କରିଥିବା ଦେଖିବାକୁ ମିଳିଛି l
ପ୍ରଭୂ ଯିଶୁ ଜନ୍ମ ଦିନ କୁ ସାର ବିଶ୍ଵ ରେ ବଡଦିନ ଭାବରେ ପାଳନ କରା ଯାଇ ଥାଏ, ଏହି ଦିନରେ ପ୍ରଭୁ ଯୀଶୁ ସାରା ବିଶ୍ଵ ର ପାପକୁ ନିବାରଣ କରି ବା ପାଇଁ ମନୁଷ୍ୟ ପୁତ୍ର ଭାବରେ ସ୍ବର୍ଗ ଠାରୁ ମତ୍ୟ ରେ ବେ ଥେ ଲ ହିମ ସହରରେ ଡିସେମ୍ବର ମାସ ୨୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଓ ସାରା ବିଶ୍ଵ ର ମଙ୍ଗଳ ପାଇଁ ନିଜେ କୃଶ ରେ ହତ ହୋଇ ଥିଲେ l
ତାଙ୍କର ଆଚର୍ଯ୍ୟ କାଯ୍ୟ ରେଅନୁପ୍ରାଣିତ ହୋଇ କେତେ ଅନ୍ଧ କେତେ ରୋଗୀ ମାନଙ୍କୁ ସୁସ୍ଥ କରି ଥିଲେ ଓ ସାରା ବିଶ୍ଵ କୁ ପ୍ରେମ କରୁ ଥିଲେ ତେଣୁ ସାର ଜଗତର ଲୋକେ ତାହାଙ୍କୁ ଅନୁସରଣ କରି ଖିଷ୍ଟ ହୋଇ ତାହା ଙ୍କୁ ବିଶ୍ୱାସ କରି ତାହାଙ୍କ ଜନ୍ମ ଦିନ କୁ ବଡ଼ ଆନନ୍ଦ ର ସହିତ ପାଳନ କରିଥାନ୍ତି l
ଏହି ପରି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୂଷା ପାଲି ,ଡେଙ୍ଗା ଗୁଡ଼ା , ଆମ ପାଣି ,ବଡ଼ କେନ୍ଦୁ ଗୁଡ଼ା ଓ ଜୟପାଟଣା ବ୍ଳକ ଚାଚି ଗୁଡ଼ା, ପ୍ରତାପ ପୁର ଠାରେ ମଧ୍ୟ୍ୟ ବଡ଼ ଆନନ୍ଦ ସହିତ ପାଳନ କରିଥିବା ଦେଖିବାକୁ ମିଳିଛି, ଏଥିରେ ପ୍ରଭୁ ଙ୍କ ଦାସ ମାନେ ହେଲେପାଲକ କୁସ ଛତ୍ରିଆ,ରମେଶ କଚିମ୍, ପ୍ରେମ ଲାଲ ଦୁର୍ଗା, ତ୍ରିନଥ ବେଶ୍ରା, ଅରକ୍ଷିତ ନାଗ , ନିଜ ନିଜ ମଣ୍ଡଳୀରେ ନିଜ ବିଶ୍ୱାସୀ ମାନଙ୍କୁ ପ୍ରଭୁ ଯୀଶୁ ଙ୍କ ଜନ୍ମ ବିଷୟରେ ବୁଝାଇ ଥିଲେ l