-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
25-Dec-2021
ପୁଇଁତଳା, (ବିନୋଦ କୁମାର ଦୀପ) ପୁଇଁତଳା ବ୍ଲକ ଅଧିନସ୍ଥ ଥିବା ଧାନମଣ୍ଡି ଗୁଡିକରେ ଧାନ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ଗତ ୧୬ ତାରିଖରୁ ଭାରେଲ ଧାନମଣ୍ଡି ବିକ୍ରିର ଶୁଭାରମ୍ଭ ହୋଇଛି l ଟାରଗେଟ l
ହେଉଛି ୨୮,୦୦୦ ବେଳେ ଟୋକନ ଆସିଛି ୨୫୦ l ଶହେଲୋକ ଧାନବିକ୍ରି କରିବା ସହ ୫, ୦୦୦ କୁଇଣ୍ଟାଲ ଧାନ ବିକ୍ରି ସରିଛି l ଭାଲେର ସମ୍ପାଦକ ଅରୂପା ନନ୍ଦ ସାହୁଙ୍କ
କହିବାନୁଯାୟୀ ଦୈନିକ ଟାର୍ଗେଟ କମ ହେଉଛି ଜଦି ଟାର୍ଗେଟ ବୃଦ୍ଧି କରାଯାଏ ତାହାହେଲେ ଚାଷୀଙ୍କ ଲାଗି ଅନୁକୂଳ ହେବ