-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||     

HOME   ଜିଲ୍ଲା

କୁବେଡେଗା ପଞ୍ଚାୟତ ଭବନ ଉଦଘାଟିତ: ସରପଞ୍ଚଙ୍କ କାର୍ଯ୍ୟଶୈଳୀକୁ ଭୂୟସୀ ପ୍ରଶଂସା

25-Dec-2021



ବରଗଡ// ବରଗଡ ଜିଲ୍ଲା ଭେଡେନ ବ୍ଲକ ର କୁବେଡେଗା ପଞ୍ଚାୟତ ପନ୍ଦର ଲକ୍ଷ ଟଙ୍କା ବିନିଯୋଗରେ ନିର୍ମିତ ପଞ୍ଚାୟତ ଭବନ କୋଠା ନିର୍ମାଣ ଏବଂ ସୁଦୃଶ୍ୟ ତୋରଣ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ବିଷ୍ଣୁପ୍ରିୟା ଭୋଇ ଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ଲୋକ କବି ପଦ୍ମଶ୍ରୀ ଡ଼ ହଲଧର ନାଗ ,ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସଞ୍ଚାର ଶିଳ୍ପୀ ଅଲେଖ ସାହୁ,ଭାରତୀୟ ସେନାରେ କାର୍ଯ୍ୟରତ  ତଥା ଦିଲ୍ଲୀଠାରେ ଅବସ୍ଥାପିତ ଜୁନିୟର କମିଶନ ଅଫିସର ନିର୍ମଳ ଦେହେରୀ ,ବରଗଡ ଜିଲ୍ଲା ଜୟ କିଶାନ ଆନ୍ଦୋଳନର ପୂର୍ବତନ ସମ୍ପାଦକ ରମେଶ ମହାପାତ୍ର , ମୁଖ୍ୟ ବକ୍ତା ପ୍ରଫେସର ସୁଶାନ୍ତ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ଆଜିର ଦିବସ ରେ ପଞ୍ଚାୟତ ଗୁଡିକରେ ଆବାସ ଯୋଜନାରେ ଘର ନିର୍ମାଣ ହେଉ ଅବା ଭତ୍ତା ପ୍ରଦାନ ସବୁଥିରେ ଉତ୍କୋଚ କାରବାରର ଚେର ମାଡିଯାଇଥିବାବେଳେ, ବରଗଡ ଜିଲ୍ଲା କାହିଁକି ସମଗ୍ର ରାଜ୍ୟରେ ଦୁର୍ନିତି ମୁକ୍ତ ପଞ୍ଚାୟତ ଭାବରେ କୁବେଡେଗା ସରପଞ୍ଚଙ୍କ ଦକ୍ଷତା ଏବଂ  କାର୍ଯ୍ୟ ଶୈଳୀ କୁନେଇ ପ୍ରଶଂସିତ ବୋଲି  କହିଥିଲେ  । ପ୍ରଥମେ ମୁଖ୍ୟ ଅତିଥି କବି ଓ କଲାକାର ମାନଙ୍କୁ  ଗଣ୍ଡାବଜାର ତାଳେ ତାଳେ ଏକ ଭବ୍ୟ ଆଡ଼ମ୍ବର ପୂର୍ଣ୍ଣ ଶୋଭାଯାତ୍ରାରେ ଉପସ୍ଥିତ ଜନସାଧାରଣ ପାଛୋଟି ନେଇଥିଲେ । ପୁରୋହିତ ପଣ୍ଡିତ ଆଶିଷ ତ୍ରିପାଠୀ ଙ୍କ ପୂଜାର୍ଚ୍ଚନା ଓ ମନ୍ତ୍ରପାଠ ପରେ କାର୍ଯକ୍ରମକୁ ନଡ଼ିଆ ବାଡ଼େଇ  କବି ପଦ୍ମଶ୍ରୀ ଡଃ ହଲଧର ନାଗ ,ଅଲେଖ ବାହାକ ଓ ଅନ୍ୟମାନେ ଶ୍ରୀମତୀ ଭୋଇ ଙ୍କୁ ପ୍ରଶଂସା କରିଥିଲେ ।ପୂର୍ବତନ କୁବେଡେଗା ସରପଞ୍ଚ ତଥା ସାହିତ୍ୟିକ ଉତ୍ପନ୍ନ କୁମାର ଭୋଇଙ୍କ ସଂଚାଳନା ରେ ଅନୁଷ୍ଠିତ ସଭାରେ ଅତିଥିମାନଙ୍କ ସହିତ ପଶ୍ଚିମ ଓଡ଼ିଶାର ଖ୍ୟାତି ସମ୍ପନ୍ନ କବି ତେଜରୁ ବାରିକ,ହରିଲାଲ ସାହୁ,ଦେବେନ୍ଦ୍ର ସାହୁ,ମୁନିରାମ କୁମ୍ଭାର, ଯୁବରାଜ କୁଦେଇ,ମନୋରଞ୍ଜନ ଲୁହା,ନରେନ୍ଦ୍ର ମହାନ୍ତି,ଉମେଶ ପ୍ରଧାନ,ଅଧ୍ୟାପକ ନାରାୟଣ ଭୋଇ ,ନବିନ ବାଗ,ଧର୍ମୁ ଭୋଇ,ତରଣୀସେନ ଗୁରୁ,ସୁବାସ ଭୁଏ, ବିଶ୍ଵାଲ, ଆଶିସ ସାହୁ,ଲଲିତ କୁମାର ସାହୁ,ପ୍ରମୂଖ ଯୋଗଦେଇ ଚେତନାଧର୍ମୀ କବିତା ମାଧ୍ୟମରେ ଶ୍ରୋତୃମଣ୍ଡଲିକୁ ମନ୍ତ୍ରମୁଗ୍ଧ କରିଥିଲେ ।ପ୍ରାରମ୍ଭରୁ ପ୍ରବିଣ କଣ୍ଠ ଶିଳ୍ପୀ ଅଜିତ କୁମାର ପାଣିଗ୍ରାହୀ 'ଆସ ଗାଏମା ଭାବର୍  ଗିତ 'ଜରିଆରେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ, ବାହାକ ଅଲେଖ ସାହୁ ଓ ଦଳ ସଂଚାର ପରିବେଷଣ କରି ଏକ ଭାବମୟ ପରିବେଶ ସୃଷ୍ଟି

କରିଥିଲେ ‌। କାର୍ଯକ୍ରମ ଆୟୋଜନରେ ସମିତି ସଭ୍ୟା କ୍ଷୀରୋଦା ରଣା ,ନାଏବ ସରପଞ୍ଚ ରାଜକୁମାର ପ୍ରଧାନ,ଯୋଗାଣ ସହାୟକ  ସୁସଂଜିତ୍ ତ୍ରିପାଠୀ,ଜି ଆର୍ ଏସ୍ ସଦାଶିବ ନାଗ, ପଂଚାୟତ ସଭ୍ଯ  ଶମ୍ଭୁ ନାରାୟଣ ସାହୁ,ଦିଲିପ ପେରା, ମଦନା ବେରିଆ, ସନ୍ତୋଷିନୀ ସାହୁ,ରମେଶ କଠାର,ଗୋପାଳ ବେସ୍ରା,ମହାଦେବ ଦୀପ ଙ୍କ ସମେତ ପଞ୍ଚାୟତର ଯୁବ ଗୋଷ୍ଠୀ ଓ ଜନ ସାଧାରଣ ସହଯୋଗ କରିଥିଲେ ।ଶେଷରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରବି ମେହେର ଧନ୍ୟବାଦ ଅର୍ପଣ କରିଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026

You Might Also Like