-+91-9937148622 |

prerana_bgr@rediffmail.com |

  Sunday 8th March 2026 |

| | | |

R.N.I. Regd No. ODIODI/2010/46693

Breaking News

୧୪-୧୫ ବର୍ଷୀୟ କିଶୋରୀମାନଙ୍କ ପାଇଁ ଦେଶବ୍ୟାପୀ ଏଚ୍‌ପିଭି ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ   (07-Mar-2026)       ||      ଓଡ଼ିଆ ଚଳଚ୍ଚିତ୍ର "ଲାଇନବାଲା"ର ପୋଷ୍ଟର ଉନ୍ମୋଚନ ଓ ଟିଜର ରିଲିଜ୍   (07-Mar-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ    (07-Mar-2026)       ||      ସଶକ୍ତ ମହିଳାଙ୍କ ସମର୍ପଣର ପର୍ବ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ   (07-Mar-2026)       ||      ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ  ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ   (07-Mar-2026)       ||      ବରପାଲି ପ୍ରାଥମିକ କୃଷି ସମବାୟ ସମିତି ର ବାର୍ଷିକ ସାଧାରଣ ସଭା   (07-Mar-2026)       ||      ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨୫ ବର୍ଷ ପୂର୍ତ୍ତି ଅବସରରେ ମହୋତ୍ସବ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ଙ୍କୁ ନିମନ୍ତ୍ରଣ   (07-Mar-2026)       ||      ଏକ ଦିବସୀୟ ଜାତୀୟ ସଂଗୋଷ୍ଠୀ ଅନୁଷ୍ଠିତ    (07-Mar-2026)       ||      ୮ କ୍ଵିଣ୍ଟାଲ ୯୧ କେଜି ଗଞ୍ଜେଇ ଜବତ; ୧ ଗିରଫ*- *ସୁବର୍ଣ୍ଣପୁର ପୋଲିସ କୁ ବଡ଼ ସଫଳତା*-   (07-Mar-2026)       ||      ସୁନ୍ଦରଗଡ଼ରେ ସାଇବର୍ ଥାନା ଉଦ୍‌ଘାଟିତ   (07-Mar-2026)       ||      ବିସ୍ଥାପିତ ପ୍ରତିଭା ସମ୍ମାନ- ସୁକତେଲ ମହୋତ୍ସବ ଅବସରରେ ପ୍ରଶଂସନୀୟ ଉଦ୍ୟମ    (07-Mar-2026)       ||      ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତପଞ୍ଚବିଂଶତି ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ   (07-Mar-2026)       ||      କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ   (07-Mar-2026)       ||      ମାଟିରେ ମିଶିଲା ଶତାୟୁଅନୁଷ୍ଠାନ “ସୁନ୍ଦରକୁମାରୀ ଲେଡିଜ କ୍ଲବ”   (07-Mar-2026)       ||      ଆଗଲପୁର ରେ ନୂତନ ଥାନା ଗୃହର ଶୁଭ ଉଦଘାଟନ   (07-Mar-2026)       ||      ଡୁଙ୍ଗୁରିପାଲି ଧରିତ୍ରୀ ସାମ୍ବାଦିକଙ୍କ ପିତୃ ବିୟୋଗ |   (07-Mar-2026)       ||      ସୁଧୁରୁନାହିଁ ଟ୍ରାଫିକ ସମସ୍ୟା: ପୋଲିସ ନିରବ, ପ୍ରଶାସନ ଚୁପ   (07-Mar-2026)       ||      *ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁବର୍ଣ୍ଣପୁର ରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ*   (06-Mar-2026)       ||      ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମୂହ ଯୋଗ ଶିବିର   (06-Mar-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ*-   (06-Mar-2026)       ||     

HOME   ଜିଲ୍ଲା

କୁବେଡେଗା ପଞ୍ଚାୟତ ଭବନ ଉଦଘାଟିତ, ସରପଞ୍ଚ ଙ୍କ କାର୍ଯ୍ୟଶୈଳୀକୁ ଭୂୟସୀ ପ୍ରଶଂସା

24-Dec-2021



ବରଗଡ:-ବରଗଡ ଜିଲ୍ଲା ଭେଡେନ ବ୍ଲକ ର କୁବେଡେଗା ପଞ୍ଚାୟତ ପନ୍ଦର ଲକ୍ଷ ଟଙ୍କା ବିନିଯୋଗରେ ନିର୍ମିତ ପଞ୍ଚାୟତ ଭବନ କୋଠା ନିର୍ମାଣ ଏବଂ ସୁଦୃଶ୍ୟ ତୋରଣ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ବିଷ୍ଣୁପ୍ରିୟା ଭୋଇ ଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ଲୋକ କବି ପଦ୍ମଶ୍ରୀ ଡ଼ ହଲଧର ନାଗ ,ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସଞ୍ଚାର ଶିଳ୍ପୀ ଅଲେଖ ସାହୁ,ଭାରତୀୟ ସେନାରେ କାର୍ଯ୍ୟରତ  ତଥା ଦିଲ୍ଲୀଠାରେ ଅବସ୍ଥାପିତ ଜୁନିୟର କମିଶନ ଅଫିସର ନିର୍ମଳ ଦେହେରୀ ,ବରଗଡ ଜିଲ୍ଲା ଜୟ କିଶାନ ଆନ୍ଦୋଳନର ପୂର୍ବତନ ସମ୍ପାଦକ ରମେଶ ମହାପାତ୍ର , ମୁଖ୍ୟ ବକ୍ତା ପ୍ରଫେସର ସୁଶାନ୍ତ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ଆଜିର ଦିବସ ରେ ପଞ୍ଚାୟତ ଗୁଡିକରେ ଆବାସ ଯୋଜନାରେ ଘର ନିର୍ମାଣ ହେଉ ଅବା ଭତ୍ତା ପ୍ରଦାନ ସବୁଥିରେ ଉତ୍କୋଚ କାରବାରର ଚେର ମାଡିଯାଇଥିବାବେଳେ, ବରଗଡ ଜିଲ୍ଲା କାହିଁକି ସମଗ୍ର ରାଜ୍ୟରେ ଦୁର୍ନିତି ମୁକ୍ତ ପଞ୍ଚାୟତ ଭାବରେ କୁବେଡେଗା ସରପଞ୍ଚଙ୍କ ଦକ୍ଷତା ଏବଂ  କାର୍ଯ୍ୟ ଶୈଳୀ କୁନେଇ ପ୍ରଶଂସିତ ବୋଲି  କହିଥିଲେ  । ପ୍ରଥମେ ମୁଖ୍ୟ ଅତିଥି କବି ଓ କଲାକାର ମାନଙ୍କୁ  ଗଣ୍ଡାବଜାର ତାଳେ ତାଳେ ଏକ ଭବ୍ୟ ଆଡ଼ମ୍ବର ପୂର୍ଣ୍ଣ ଶୋଭାଯାତ୍ରାରେ ଉପସ୍ଥିତ ଜନସାଧାରଣ ପାଛୋଟି ନେଇଥିଲେ । ପୁରୋହିତ ପଣ୍ଡିତ ଆଶିଷ ତ୍ରିପାଠୀ ଙ୍କ ପୂଜାର୍ଚ୍ଚନା ଓ ମନ୍ତ୍ରପାଠ ପରେ କାର୍ଯକ୍ରମକୁ ନଡ଼ିଆ ବାଡ଼େଇ  କବି ପଦ୍ମଶ୍ରୀ ଡଃ ହଲଧର ନାଗ ,ଅଲେଖ ବାହାକ ଓ ଅନ୍ୟମାନେ ଶ୍ରୀମତୀ ଭୋଇ ଙ୍କୁ ପ୍ରଶଂସା କରିଥିଲେ ।ପୂର୍ବତନ କୁବେଡେଗା ସରପଞ୍ଚ ତଥା ସାହିତ୍ୟିକ ଉତ୍ପନ୍ନ କୁମାର ଭୋଇଙ୍କ ସଂଚାଳନା ରେ ଅନୁଷ୍ଠିତ ସଭାରେ ଅତିଥିମାନଙ୍କ ସହିତ ପଶ୍ଚିମ ଓଡ଼ିଶାର ଖ୍ୟାତି ସମ୍ପନ୍ନ କବି ତେଜରୁ ବାରିକ,ହରିଲାଲ ସାହୁ,ଦେବେନ୍ଦ୍ର ସାହୁ,ମୁନିରାମ କୁମ୍ଭାର, ଯୁବରାଜ କୁଦେଇ,ମନୋରଞ୍ଜନ ଲୁହା,ନରେନ୍ଦ୍ର ମହାନ୍ତି,ଉମେଶ ପ୍ରଧାନ,ଅଧ୍ୟାପକ ନାରାୟଣ ଭୋଇ ,ନବିନ ବାଗ,ଧର୍ମୁ ଭୋଇ,ତରଣୀସେନ ଗୁରୁ,ସୁବାସ ଭୁଏ, ବିଶ୍ଵାଲ, ଆଶିସ ସାହୁ,ଲଲିତ କୁମାର ସାହୁ,ପ୍ରମୂଖ ଯୋଗଦେଇ ଚେତନାଧର୍ମୀ କବିତା ମାଧ୍ୟମରେ ଶ୍ରୋତୃମଣ୍ଡଲିକୁ ମନ୍ତ୍ରମୁଗ୍ଧ କରିଥିଲେ ।ପ୍ରାରମ୍ଭରୁ ପ୍ରବିଣ କଣ୍ଠ ଶିଳ୍ପୀ ଅଜିତ କୁମାର ପାଣିଗ୍ରାହୀ 'ଆସ ଗାଏମା ଭାବର୍  ଗିତ 'ଜରିଆରେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ, ବାହାକ ଅଲେଖ ସାହୁ ଓ

ଦଳ ସଂଚାର ପରିବେଷଣ କରି ଏକ ଭାବମୟ ପରିବେଶ ସୃଷ୍ଟି କରିଥିଲେ ‌। କାର୍ଯକ୍ରମ ଆୟୋଜନରେ ସମିତି ସଭ୍ୟା କ୍ଷୀରୋଦା ରଣା ,ନାଏବ ସରପଞ୍ଚ ରାଜକୁମାର ପ୍ରଧାନ,ଯୋଗାଣ ସହାୟକ  ସୁସଂଜିତ୍ ତ୍ରିପାଠୀ,ଜି ଆର୍ ଏସ୍ ସଦାଶିବ ନାଗ, ପଂଚାୟତ ସଭ୍ଯ  ଶମ୍ଭୁ ନାରାୟଣ ସାହୁ,ଦିଲିପ ପେରା, ମଦନା ବେରିଆ, ସନ୍ତୋଷିନୀ ସାହୁ,ରମେଶ କଠାର,ଗୋପାଳ ବେସ୍ରା,ମହାଦେବ ଦୀପ ଙ୍କ ସମେତ ପଞ୍ଚାୟତର ଯୁବ ଗୋଷ୍ଠୀ ଓ ଜନ ସାଧାରଣ ସହଯୋଗ କରିଥିଲେ ।ଶେଷରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରବି ମେହେର ଧନ୍ୟବାଦ ଅର୍ପଣ କରିଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
୧୪-୧୫ ବର୍ଷୀୟ କିଶୋରୀମାନଙ୍କ ପାଇଁ ଦେଶବ୍ୟାପୀ ଏଚ୍‌ପିଭି ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ   07-Mar-2026
  ଜିଲ୍ଲା  
ଓଡ଼ିଆ ଚଳଚ୍ଚିତ୍ର "ଲାଇନବାଲା"ର ପୋଷ୍ଟର ଉନ୍ମୋଚନ ଓ ଟିଜର ରିଲିଜ୍   07-Mar-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ   07-Mar-2026
  ଜିଲ୍ଲା  
ସଶକ୍ତ ମହିଳାଙ୍କ ସମର୍ପଣର ପର୍ବ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ   07-Mar-2026
  ଜିଲ୍ଲା  
ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ  ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ   07-Mar-2026
  ଜିଲ୍ଲା  
ବରପାଲି ପ୍ରାଥମିକ କୃଷି ସମବାୟ ସମିତି ର ବାର୍ଷିକ ସାଧାରଣ ସଭା   07-Mar-2026
  ଜିଲ୍ଲା  
ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨୫ ବର୍ଷ ପୂର୍ତ୍ତି ଅବସରରେ ମହୋତ୍ସବ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ଙ୍କୁ ନିମନ୍ତ୍ରଣ   07-Mar-2026
  ଜିଲ୍ଲା  
ଏକ ଦିବସୀୟ ଜାତୀୟ ସଂଗୋଷ୍ଠୀ ଅନୁଷ୍ଠିତ   07-Mar-2026
  ଜିଲ୍ଲା  
୮ କ୍ଵିଣ୍ଟାଲ ୯୧ କେଜି ଗଞ୍ଜେଇ ଜବତ; ୧ ଗିରଫ*- *ସୁବର୍ଣ୍ଣପୁର ପୋଲିସ କୁ ବଡ଼ ସଫଳତା*-   07-Mar-2026
  ଜିଲ୍ଲା  
ସୁନ୍ଦରଗଡ଼ରେ ସାଇବର୍ ଥାନା ଉଦ୍‌ଘାଟିତ   07-Mar-2026
  ଜିଲ୍ଲା  
ବିସ୍ଥାପିତ ପ୍ରତିଭା ସମ୍ମାନ- ସୁକତେଲ ମହୋତ୍ସବ ଅବସରରେ ପ୍ରଶଂସନୀୟ ଉଦ୍ୟମ   07-Mar-2026
  ଜିଲ୍ଲା  
ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତପଞ୍ଚବିଂଶତି ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ   07-Mar-2026

You Might Also Like