-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
24-Dec-2021
ସୁବର୍ଣ୍ଣପୁର , ଶ୍ରୀ ସୁକାନ୍ତ କୁମାର ଜେନା ସୁବର୍ଣ୍ଣପୁର ଜିଲ୍ଲା ଯୋଜନା ଓ ପରିସଂଖ୍ୟlନ କାର୍ଯ୍ୟାଳୟରେ ଉପ ନିର୍ଦେଶକ ଭାବେ ଯୋଗଦାନ କରି କାର୍ଯ୍ୟରତ ଥିଲେ l ଯୋଜନା ଓ ସମନ୍ୱୟ ବିଭାଗ ଆଦେଶ ୧୫୭୩୪ ତା୨୨/୧୨/୨୧ ଅନୁଯାୟୀ ଶ୍ରୀ ଜେନା ଉପନିର୍ଦେଶକ ପଦବୀରୁ ପଦୋନ୍ନତି ପାଇ ଯୋଜନା ଓ ପରିସଂଖ୍ୟlନ କାର୍ଯ୍ୟାଳୟ ସୁବର୍ଣ୍ଣପୁର ରେ ଯୁଗ୍ମ ନିର୍ଦେଶକ (ଲେଭେଲ -ll ) ପଦବୀରେ ନୂତନ ଭାବେ ଯୋଗଦାନ କରିଛନ୍ତି l ସେ ସୁବର୍ଣ୍ଣପୁର କାର୍ଯ୍ୟାଳୟ ସହିତ ବଲାଙ୍ଗୀର ଜିଲ୍ଲାର ଯୋଜନା ଓ ପରିସଂଖ୍ୟନ କାର୍ଯ୍ୟାଳୟ ର ଅତିରିକ୍ତ ଦାୟିତ୍ୱ ମଧ୍ୟ ନିର୍ବାହ କରିବେ ବୋଲି କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ l ତାଙ୍କର ଏହି ପଦୋନ୍ନତିରେ ବିଭିନ୍ନ ମହଳରୁ ଶୁଭେଚ୍ଛା ଜଣାଇଛନ୍ତି l