-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
09-Nov-2020
ନର୍ଲା-(ସଞ୍ଜୀବ ଦାସ) କଳାହାଣ୍ଡି ଜିଲ୍ଲା ନର୍ଲା ସର୍ଗିଗୁଡ଼ା G,P ର ନର୍ଲା ରୋଡ ଠାରେ ଏକ ଠିପି ବନ୍ଦ ବିଦେଶୀ ମଦ ଦୋକାନ ବର୍ଷ ବର୍ଷ ଧରି ବେନିୟମ ଭାବରେ ଖୋଲିଛି ଯାହା କି ବସ୍ତିର ମହିଳା ମାନଙ୍କ ପାଇଁ ମୁଣ୍ଡ ବିନ୍ଧା ର କାରଣ ପାଲଟି ଯାଇଛି, ନର୍ଲା ରୋଡ ର ମୁଖ୍ୟ ତିନୋଟି ରାସ୍ତା ପାର୍ଶ୍ବରେ ଜନଗହଳି ବସ୍ତି ରେ ଖୋଲାଯାଇଛି ଠିପି ବନ୍ଦ ବିଦେଶୀ ମଦ ଦୋକାନ, ଗୋଟିଏ ପଟରେ ସରକାରୀ ସ୍କୁଲ ଥିବାବେଳେ ଅନ୍ୟପଟରେ ମନ୍ଦିର ସହିତ ରେଳ ଷ୍ଟେସନ ରହିଛି, ଯାହାକି ଛାତ୍ର ଛାତ୍ରୀ ମାନେ ମଦୁଆ ଙ୍କ ଭୟର ଶିକାର ହେଉଛନ୍ତି,ମହିଳା ମାନେ ମଦୁଆ ମାନଙ୍କ ଅସଭ୍ୟ ଭାଷା ଏବଂ ଝଗଡ଼ା ଯୋଗୁଁ ସୁରକ୍ଷିତ ମଣୁନାହାନ୍ତି, ଏବଂ ସରକାରୀ ନିୟମ ଅନୁଯାୟୀ ବିଦେଶୀ ମଦ ପିଉଥିବା ହିତାଧିକାରୀ ମାନଙ୍କ ଠାରୁ ସମସ୍ତ ମଦ ଉପରେ ଅଧିକ ଟିକସ ନେଉଥିବା ଓ ବିଲ୍ ଦେବାପାଇଁ ମନାକରୁଥିବା ଅଭିଯୋଗ ମଧ୍ୟ ହେଉଛି, ଏବଂ ସମସ୍ତ ନୀତି ନିୟମ କୁ ନ ମାନି ବିଦେଶୀ ମଦ ଦୋକାନ ଖୋଲିଥିବା ମାଲିକ ଙ୍କ ଟଙ୍କା ଏବଂ ଦାୟିତ୍ୱରେ ଥିବା ମେନେଜର୍ ଙ୍କ ସଲାସୁତୁରା ରେ ଅବକାରୀ ବିଭାଗ, ଏବଂ ପୋଲିସ୍ ବିଭାଗ ଙ୍କୁ ହାତ ମୁଠାରେ ରଖି ବେନିୟମ ଭାବରେ ରାତି ସାରା ନକଲି ବିଦେଶୀ ମଦ ତିଆରି କରି ଖୁଲମ୍ ଖୋଳା ଦିନ ରାତି କୂଚିଆ କୁ ମଦ ରପ୍ତାନି କରିବା ବିଭିନ୍ନ ଗଣମାଧ୍ୟମ ପ୍ରକାଶ ପାଉଥିବା ତଥା ସାଧାରଣ ଙ୍କ ମୁହଁରେ ଚର୍ଚ୍ଚା ହେଉଛି,ତେଣୁ ସେବାକାରୀ କିନ୍ନର ସଂଘର ସଭାପତି କାମିନୀ ବନ୍ ଛୋର ମହିଳା ମାନଙ୍କ ସୁରକ୍ଷା , ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ପାଇ ଉକ୍ତ ଠିପି ବନ୍ଦ ବିଦେଶୀ ମଦ ଦୋକାନ କୁ ଅନ୍ୟ ଜାଗାକୁ ସ୍ଥାନାନ୍ତ ରିତ ପାଇଁ ସ୍ଥାନୀୟ ପ୍ରଶାସନ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ,ତାଙ୍କୁ ସହଯୋଗ କରିବା ପାଇଁ ନର୍ଲା ଅଞ୍ଚଳର ବିଭିନ୍ନ SHG ମହିଳା ସଙ୍ଘଏବଂସମସ୍ତରାଜନୈତଦଆଗେଆସିଛନ୍ତର୍