-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
09-Nov-2020
କଳାହାଣ୍ଡି, କୋକସରା (ତ୍ରିନାଥ ବେଶ୍ରା)-ଅବକାରୀ ଓ ପୋଲିସ ର ମିଳିତ ଚଢ଼ାଉ ରେ ବିପୁଳ ପରିମାଣ ରେ ହାତରନ୍ଧା ଦେଶି ମଦ ସହ ୩ ଜଣ ଗିରଫ। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପିପଳଗୁଡା ରେ ଅବାଧ ଭାବେ ଦେଶି ମଦ ରାନ୍ଧୁଥିବା ବେଳେ ପୋଲିସ ଓ ଅବକାରୀ ବିଭାଗ ର ଅତର୍କିତ ଚଢ଼ାଉ। ସରକାରୀ ଲୋଗୋ ଥିବା ମାଛ ଛାପ ପାଉଚ ଜବତ।ବର୍ତ୍ତମାନ ଖୋଲତାଡ଼ ଜାରି ରଖିଛି ଅବକାରୀ ଓ ପୋଲିସ ବିଭାଗ।l