-+91-9937148622 |

prerana_bgr@rediffmail.com |

  Friday 27th March 2026 |

| | | |

R.N.I. Regd No. ODIODI/2010/46693

Breaking News

ମହଦା ରାଣୀ ଜୋରରେ ଦୁର୍ଘଟଣା ବ୍ରିଜତଳକୁ ଖସିପଡିଲା ଟ୍ରକ,   (27-Mar-2026)       ||      ସଂଗୀତ ହିଁ ଶାନ୍ତି ଓ ଆନନ୍ଦ ଦେଇଥାଏ - ସଂଗୀତ ସାଧକ ଶତ୍ରୁଘ୍ନ ଲୁହା   (27-Mar-2026)       ||      ପରିବହନ ବିଭାଗ ନଜର ନାହିଁ, ଅଟୋରେ ବିପଦପୂର୍ଣ୍ଣ ଯାତ୍ରା   (27-Mar-2026)       ||      ଦୀପଦାନ କରି ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ ଦିନ ପାଳିଲେ ଶିବସେନା କର୍ମୀ   (27-Mar-2026)       ||      ରାଜ୍ୟ ସ୍ତରୀୟ ଚିଲିକା ପ୍ରକୃତି ଶିବିରକୁ ବୋଡ଼େନର ସୁଶ୍ରୀ ଅଞ୍ଜଳି ମନୋନୀତ   (27-Mar-2026)       ||      *ଡାବୁଗାଁ ରେ ଧୁମ ଧାମରେ ପାଳିତ ହେଲା ରାମନବମୀ, ଭକ୍ତଙ୍କ ପାଇଁ ଡାବୁଗାଁ ବଣିକ ସଂଘ ତରଫରୁ ଅର୍ଣ୍ଣ ପ୍ରାସାଦ ବଣ୍ଟନ*   (27-Mar-2026)       ||      ଡ଼. ବୈରାଗୀ ଚରଣ ଜେନାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ,   (27-Mar-2026)       ||      ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ରେ ଓଡ଼ିଆ ପାଠ ଚକ୍ର   (27-Mar-2026)       ||      ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ରେ ଓଡ଼ିଆ ପାଠ ଚକ୍ର   (27-Mar-2026)       ||      "ଭକ୍ତିର ମହୋତ୍ସବରେ ମଗ୍ନ ନୀଳଜି: ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀରାମ ଜନ୍ମୋତ୍ସବ ପାଳିତ"   (27-Mar-2026)       ||      ବ୍ଲକ୍‌ସ୍ତରୀୟ ଆଇନ ସଚେତନତା ଶିବିର   (27-Mar-2026)       ||      ବରପାଲି ସାଇ ମନ୍ଦିରରେ ଶ୍ରୀରାମ ନବମୀ ପାଳିତ   (26-Mar-2026)       ||      ୧୦୦ବର୍ଷ ପୂରୁଣା ଡାବୁଗାଁ ମାଁ ଠାକୁରାଣୀଙ୍କ ଘଟ ଯାତ୍ରାର ଇତିହାସ   (26-Mar-2026)       ||      ଅସହାୟକୁ ସହାୟତା ଯୋଗାଇଲେ ଲର୍କା ସରପଂଚ ଜୟ ଶ୍ରୀ ପଟେଲ ,,,,, ଜିଲ୍ଲାପାଳଙ୍କ ସହଯୋଗ ଲୋଡୁଛନ୍ତି ନିରୀହ ଦୁଇ ଭଉଣୀ,,,,,, ଭିନ୍ନକ୍ଷମ ଭଉଣୀର ବୋଝ ସମ୍ଭାଲୁଛି ଛୋଟ ଭଉଣୀ   (26-Mar-2026)       ||      ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ପିଲାଙ୍କ ଅଭିଭାବକ ଓ ଅତିଥିଙ୍କୁ ପ୍ରଦାନ   (26-Mar-2026)       ||      ଏକ ଦିବସୀୟ ଜାତୀୟ ସଂଗୋଷ୍ଠୀ ଅନୁଷ୍ଠିତ    (26-Mar-2026)       ||      ଛାତ୍ର ଓ ଛାତ୍ରୀ ମାନଙ୍କୁ ବିଦାୟୀ ସମ୍ବର୍ଦ୍ଧନା   (26-Mar-2026)       ||      ସୁଜିଆ ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ   (26-Mar-2026)       ||      ସିକିର୍ଡି ଗ୍ରାମରେ ଶ୍ରୀ ରାମ ନବମୀ ଉପଲକ୍ଷେ ୨୪ ପ୍ରହରୀ ନାମଯଜ୍ଞ   (26-Mar-2026)       ||      ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ କଳିକେଶ କଲ୍ୟାଣମଣ୍ଡପ ଓ ବନ୍ଧପୁନଃରୁଦ୍ଧାର କାମ ଭେଟିଦେଲେ   (26-Mar-2026)       ||     

HOME   ରାଜ୍ୟ

ଝାକରି ଜମି ବିକ୍ରି ପ୍ରତିବାଦରେ ବିର୍ସାମୁଣ୍ଡା ଆଦିବାସୀ ସଂଘ ପକ୍ଷରୁ ଦାବୀପତ୍ର ପ୍ରଦାନ, କାର୍ଯ୍ୟନୁଷ୍ଠାନ ନହେଲେ ଆନ୍ଦୋଳନ

14-Dec-2021



କଂଟାବାଞ୍ଜି(ଆନନ୍ଦ ମୋଟେ) :ବିର୍ସାମୁଣ୍ଡା ଆଦିବାସୀ ଯୁବକ ସଂଘ ପକ୍ଷରୁ କଂଟାବାଞ୍ଜି ଅତିରିକ୍ତ ତହସିଲଦାରଙ୍କୁ କଂଟାବାଞ୍ଜି ଅଂଚଳରେ ଝାକରି/ଦେବତ୍ତର ଜମି ବିକ୍ରି ହେଉଥିବା ଅଭିଯୋଗ କରିଛି । ଏହାର ପ୍ରତିବାଦରେ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ବିର୍ସାମୁଣ୍ଡା ଆଦିବାସୀ ଯୁବକ ସଂଘ ସଭାପତି କିଶୋର ଶବରଙ୍କ ନେତୃତ୍ୟରେ ସଂଘ ସଦସ୍ୟ ମାନେ ତହସିଲ ଅଫିସ ପହଂଚି ଅତିରିକ୍ତ ତହସିଲଦାର ଯୋଗେଶ୍ୱର ଧରୁଆଙ୍କୁ ସାକ୍ଷାତ କରି ଏହି ମାମଲା ଉପରେ ଦୃଷ୍ଟି ଦେବା ସହ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଝାଙ୍କରି ଜମି ଆଦିବାସୀ ମାନେ ତାଙ୍କ ପୁର୍ବ ପୁରୁଷ ଅମଲରୁ ଚାଷ ପାଇଁ ବ୍ୟବହାର କରୁଥିବା ବେଳେ ବର୍ତମାନ ସମୟରେ କିଛି ଜମି ମାଫିଆ ଟଂକା ଲୋଭ ଦେଖାଇ ମୁଲ୍ୟବାନ ଜମିକୁ ହାତେଇବାକୁ ଚେଷ୍ଟା କରି କ୍ରୟ କରୁଛନ୍ତି । ତେବେ ଯଦି ଏକ ମାସ ଭିତରେ ପ୍ରଶାସନ କୌଣସି ଆଖିଦୃଶିଆ କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ସଂଘ ପକ୍ଷରୁ ତହସିଲ ଅଫିସ ଘେରାଓ କରାଯିବ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ତେବେ ଦାବିପତ୍ର ଦେବା ସମୟରେ ସଂଘ ସଂପାଦକ ମିନିକେତନ ଭୋଇ, ସଦସ୍ୟ କମଲ କିଶୋର ଶବର, ଲକ୍ଷ୍ମଣ ଶବର, ପୂର୍ଣ୍ଣ ଭୋଇ, ବିକିକେଶନ ମାଝି, ଜୟଗୋପଲ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମହଦା ରାଣୀ ଜୋରରେ ଦୁର୍ଘଟଣା ବ୍ରିଜତଳକୁ ଖସିପଡିଲା ଟ୍ରକ,   27-Mar-2026
  ଜିଲ୍ଲା  
ସଂଗୀତ ହିଁ ଶାନ୍ତି ଓ ଆନନ୍ଦ ଦେଇଥାଏ - ସଂଗୀତ ସାଧକ ଶତ୍ରୁଘ୍ନ ଲୁହା   27-Mar-2026
  ଜିଲ୍ଲା  
ପରିବହନ ବିଭାଗ ନଜର ନାହିଁ, ଅଟୋରେ ବିପଦପୂର୍ଣ୍ଣ ଯାତ୍ରା   27-Mar-2026
  ଜିଲ୍ଲା  
ଦୀପଦାନ କରି ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ ଦିନ ପାଳିଲେ ଶିବସେନା କର୍ମୀ   27-Mar-2026
  ଜିଲ୍ଲା  
ରାଜ୍ୟ ସ୍ତରୀୟ ଚିଲିକା ପ୍ରକୃତି ଶିବିରକୁ ବୋଡ଼େନର ସୁଶ୍ରୀ ଅଞ୍ଜଳି ମନୋନୀତ   27-Mar-2026
  ଜିଲ୍ଲା  
*ଡାବୁଗାଁ ରେ ଧୁମ ଧାମରେ ପାଳିତ ହେଲା ରାମନବମୀ, ଭକ୍ତଙ୍କ ପାଇଁ ଡାବୁଗାଁ ବଣିକ ସଂଘ ତରଫରୁ ଅର୍ଣ୍ଣ ପ୍ରାସାଦ ବଣ୍ଟନ*   27-Mar-2026
  ଜିଲ୍ଲା  
ଡ଼. ବୈରାଗୀ ଚରଣ ଜେନାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ,   27-Mar-2026
  ଜିଲ୍ଲା  
ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ରେ ଓଡ଼ିଆ ପାଠ ଚକ୍ର   27-Mar-2026
  ଜିଲ୍ଲା  
ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ରେ ଓଡ଼ିଆ ପାଠ ଚକ୍ର   27-Mar-2026
  ଜିଲ୍ଲା  
"ଭକ୍ତିର ମହୋତ୍ସବରେ ମଗ୍ନ ନୀଳଜି: ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀରାମ ଜନ୍ମୋତ୍ସବ ପାଳିତ"   27-Mar-2026
  ଜିଲ୍ଲା  
ବ୍ଲକ୍‌ସ୍ତରୀୟ ଆଇନ ସଚେତନତା ଶିବିର   27-Mar-2026
  ଜିଲ୍ଲା  
ବରପାଲି ସାଇ ମନ୍ଦିରରେ ଶ୍ରୀରାମ ନବମୀ ପାଳିତ   26-Mar-2026

You Might Also Like