ବଲାଙ୍ଗିର - ବାନିପାଲି ୟୁଥ୍ ଏକ୍ସନ କମିଟି ର ସଭାପତି ସୁରେନ୍ଦ୍ର ଭୋଇ ଙ୍କ ନେତୃତ୍ବରେ ବାନିପାଲି ପଞ୍ଚାୟତ ଅନ୍ତର୍ଗତ ବାନିପାଲି ଠାରେ ଏକ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଳକ୍ ଅନ୍ତର୍ଗତ ବାନିପାଲି ପଞ୍ଚାୟତ ର ବାନିପାଲି ଠାରେ ଏକ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଗକୁ ମଧ୍ୟ ଏଭଳି କାର୍ଯ୍ୟକ୍ରମ ବିଭିନ୍ନ ପଞ୍ଚାୟତ, ଗ୍ରାମ ରେ କାର୍ଯ୍ୟକ୍ରମ କରାଯିବ
-+91-9937148622 |
prerana_bgr@rediffmail.com |
Tuesday 31st March 2026 |
R.N.I. Regd No. ODIODI/2010/46693
Breaking News
12-Dec-2021
ବଲାଙ୍ଗିର - ବାନିପାଲି ୟୁଥ୍ ଏକ୍ସନ କମିଟି ର ସଭାପତି ସୁରେନ୍ଦ୍ର ଭୋଇ ଙ୍କ ନେତୃତ୍ବରେ ବାନିପାଲି ପଞ୍ଚାୟତ ଅନ୍ତର୍ଗତ ବାନିପାଲି ଠାରେ ଏକ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଳକ୍ ଅନ୍ତର୍ଗତ ବାନିପାଲି ପଞ୍ଚାୟତ ର ବାନିପାଲି ଠାରେ ଏକ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଗକୁ ମଧ୍ୟ ଏଭଳି କାର୍ଯ୍ୟକ୍ରମ ବିଭିନ୍ନ ପଞ୍ଚାୟତ, ଗ୍ରାମ ରେ କାର୍ଯ୍ୟକ୍ରମ କରାଯିବ
ର ନିଷ୍ପତ୍ତି ନିଆଯାଇଛି ବୋଲି ବଲାଙ୍ଗୀର ୟୁଥ୍ ଏକ୍ସନ କମିଟି ର ସଭାପତି ବିନୋଦ କାଲସାଏ ସୂଚନା ଦେଇଛନ୍ତି।
ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଅପ୍ରମିତ ପରିଛା, ରବି ଖମାରୀ, ଉମେଶ ଗଡତ୍ୟା ଓ ସମ୍ପାଦକ ଗୋପାଳ ବିଶ୍ବାଳ, ଦେବାନନ୍ଦ ନାଗ, ଅକ୍ଷୟ ନାଏକ, ରୁଦ୍ର ପ୍ରଧାନ, ତୁଷାର ଦୀପ, ଜିତେନ୍ଦ୍ର ଛତ୍ରିଆ ପ୍ରମୁଖ ସହଯୋଗ କରିଥିଲେ l
(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମି ସାହୁଙ୍କ ରିପୋର୍ଟ)