-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
08-Nov-2020
SCST ପିଲାଙ୍କ post matric scholarshipରେ ପରିବରତନ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନଵୀନ ପଟନାୟକ କହିଛନ୍ତି l ସେମାନେ ବର୍ତ୍ତମାନ ପ୍ରଚଳିତ ହାରରେ scholarship ପାଇବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି l SCST development Dept ଦ୍ଵାରା ଏ ସମ୍ପର୍କରେ ପ୍ରକାଶିତ resolutionକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଆଦେଶ ଦେବା ସହିତ ଏ ସମ୍ପର୍କୀତ ଫାଇଲଟିକୁ ବିଶଦ ଅନୁଧ୍ୟାନ ପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯାଳୟକୁ ପଠାଇବା ପାଇଁ ସେ ଆଦେଶ ଦେଇଛନ୍ତି