-+91-9937148622 |
prerana_bgr@rediffmail.com |
Thursday 2nd April 2026 |
R.N.I. Regd No. ODIODI/2010/46693
Breaking News
12-Dec-2021
ଢେଙ୍କାନାଳ, ଏକ ମାସ ପରେ କପିଳାଶ ପ୍ରାଣୀ ଉଦ୍ୟାନରେ ଥିବା ମାଖନ ହାତୀକୁ ଛଡ଼lଗଲା ଜଙ୍ଗଲରେ lଡି ଏ ଫ ଓ ଦେଲେ ଏହି ସୂଚନା l ଢେଙ୍କାନାଳ ଜିଲ୍ଲା କପିଳାଶ ପ୍ରାଣୀ ଉଦ୍ୟାନରେ ୧ ମାସ ରହିଲା ପରେ, ଜଙ୍ଗଲକୁ ଗଲା ମାଖନ ହାତୀ l ହାତୀର ସୁରକ୍ଷା ପାଇଁ ବନ ବିଭାଗ ନଜର ରଖି ଥିବା ଜଣାପଡ଼ିଛି l ହାତୀର ବାସସ୍ଥାନ ଢେଙ୍କାନାଳରୁ ଏହି ହାତୀକୁ ଏକ ମାସ ତଳେ ଗାଡି ଯୋଗେ କପିଳାସ ଅଣାଯାଇଥିଲା l କପିଳାସ ରେ ୧ ମାସ ରହିଲା ପରେ ସେହି ହାତୀକୁ ଏକ ଜଙ୍ଗଲ ରେ ଛଡା ଯାଇଛି, ବୋଲି ଡି ଏଫ୍ ଓ ପ୍ରକାଶ ଚାନ୍ଦ ଗୋଗିନେନି କହିଛନ୍ତି l