-+91-9937148622 |
prerana_bgr@rediffmail.com |
Thursday 2nd April 2026 |
R.N.I. Regd No. ODIODI/2010/46693
Breaking News
12-Dec-2021
କାମାକ୍ଷାନଗର(ଉମା ମହାରଣା) ନଦୀକୁ ଖସିଲା ଆଇରନ ଓର ବୋଝେଇ ଟ୍ରକ୍; ଡ୍ରାଇଭର ମୃତ। ପରଜଙ୍ଗ ଥାନା ଏନ୍ ଏଚ୍ -୫୩ର ସରାଙ୍ଗ ବ୍ରିଜରୁ ବ୍ରାହ୍ମଣୀ ନଦୀକୁ ଖସିଲା ଟ୍ରକ୍। ଟ୍ରକର ଚକା ଫାଟିବାରୁ ଦୁର୍ଘଟଣା; ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ରହିଛି l