-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
10-Dec-2021
କଣ୍ଟାମାଳ (ଅକୃର ସାହୁ)। ରାଜ୍ଯ ଗାଁ ସାଥୀ ସଂଘ ସଭାପତି ଲକ୍ଷ୍ମୀ ଧର ବିଶ୍ଵାଳ ଆଗାମୀ ଦିନରେ ଗାଁ ସାଥୀ ସଂଘ ତରଫରୁ ମହାସମାଵେଶ ଡାଟଡକରା ଦେଇ ଛନ୍ତି। କଣ୍ଟାମାଳ ବ୍ଳକ ସଭାପତି ଓ ର୍କମ କର୍ତା ଆମ୍ଵଗାଁ ଓ ବରଗାଁ ପଞ୍ଚାୟତ ସଭା
ହୋଇ ଥିଲା। ଆମ୍ବଗାଁ ଠାରେ ଘଣ୍ଟାପଡା, କୁଳତାଯୋର, ଖମନମୁଣ୍ଡା, ଖୁଣ୍ଟିଗୁରା ,ଉମା ଓ ନାରାୟଣପ୍ରସାଦ ସବୁ ପଞ୍ଚାୟତର ଗାଁ ସାଥୀ , ସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ। ଗାଁ ସାଥୀ ସଙ୍ଘ କୁ ତୃଣମୂଳସ୍ତରରେ କରିବା, ଠିକାଦାର, ମଧ୍ୟସ୍ଥି ଓ ଶ୍ରମିକ ଠିକ ସମୟରେ ଶ୍ରମିକ ମାନଙ୍କ ର ପ୍ରାପ୍ଯ ପ୍ରଦାନ କରିବା ବିଷୟରେ ଆଲୋଚନା କରିଥିଲେ। ବରଗାଁ ପଞ୍ଚାୟତ ବ୍ଳକ ସଭାପତି ନେତୃତ୍ୱରେ ବରଗାଁ ପଞ୍ଚାୟତ ସମସ୍ତ ଗାଁ ସାଥୀ ଉପସ୍ଥିତ ଥିଲେ। ରାଜ୍ୟ ଡାକରା କୁ ପାଳନ କରି ବ୍ଳକ ସଭାପତି ଠାକୁର ଚରଣ ନାୟକ, କୋଷାଧ୍ୟକ୍ଷ ସରୋଜ ଭୋଈ, ଉପସଭାନେତ୍ରୀ ବାସନ୍ତି ହେନ୍ନା ,ଜୟଦେବ ରଣା ,ହରିହର ରଣା, ହରିଶ୍ଚନ୍ଦ୍ର ମେଣ୍ଡିଳି, ବୃନ୍ଦାବନ ଗୁରୁ, ଅକୃର ସାହୁ, ଶତୃଘନ ରଣା, ବସନ୍ତ ନାଗ, ପ୍ରେମ ଚାନ୍ଦ ସାହୁ, କରୁଣାକର କହଁର, ସରୋଜ ର୍କଣ୍ଣ, ନିରଞ୍ଜନ ରଣା, ସୁଶାନ୍ତ ରଣା, ହାରାଧନ ବାଘ ଓ ସମସ୍ତ ଗାଁ ସାଥୀ ଉପସ୍ଥିତ ଥିଲେ