-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
08-Dec-2021
ଏବେ ଏବେ ତାଜା ଖବର । ଭାରିତୀୟ ବାୟୁସେନା ଟ୍ଵୀଟ୍ କରି ଜଣାଇଛନ୍ତି, ତାମିଲନାଡୁ କୁନ୍ତୁର ରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ହୋଇ ସି ଡି ଏସ ବିପିନ ରାୱତ୍ ଙ୍କ ମୃତ୍ୟୁ ହୋଇଛି । ତାଙ୍କ ସଙ୍ଗେ ତାଙ୍କ ପତ୍ନୀ ମଧୁଲିକା ରାୱତ୍ ମଧ୍ୟ ଥିଲେ । ହେଲିକପ୍ଟର ରେ ୧୪ ଜଣ ଯାତ୍ରା କରୁଥିବା ବେଳେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ବାୟୁସେନା ପକ୍ଷରୁ ଜଣାପଡିଛି ।ଏଭଳି ଦୁଃଖଦ ଘଟଣା ପାଇଁ ଦେଶବାସୀ ଦୁଃଖ ପ୍ରକାଶ କରିଛନ୍ତି ।ବାୟୁସେନା ପକ୍ଷରୁ ତଦନ୍ତ ଜାରି ରହିଛି ।