-+91-9937148622 |

prerana_bgr@rediffmail.com |

  Monday 20th April 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ବିଜେପି ପକ୍ଷରୁ ମଲିକୁଦରେ ଡଃ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ।   (20-Apr-2026)       ||      *ଯୋରନ୍ଦାରୁ ୨୧ ଦିନର ପାଦଯାତ୍ରାରେ ମହିମା ଧର୍ମର ସାଧୁଙ୍କ ପାଦଯାତ୍ରା – ସାଧୁସନ୍ଥ ସେବାରେ ଯୁବକଙ୍କ ସହଯୋଗ*   (20-Apr-2026)       ||      ସୁଶ୍ରୀ ଅନୁଷ୍କାଙ୍କ କୃତିତ୍ୱ ଲାଗି ସମ୍ବର୍ଦ୍ଧନା   (20-Apr-2026)       ||      ବାଲି ମାଫିଆଙ୍କ ବାଲି ଚୋରି , ଚାଷୀଙ୍କ ଉପରେ ଦାଦାଗିରି    (20-Apr-2026)       ||      ଡଭଲା ଗ୍ରାମ ଠାରେ ଚତୁର୍ଥ ମା ମାହେଶ୍ୱରୀ ଦୁଇ ଦିନିଆ କ୍ରିକେଟ ମ୍ୟାଚ ଉଦଘାଟିତ    (19-Apr-2026)       ||      ସାଇଟ ନର୍ସିଂ କଲେଜରେ ଶପଥ ଗ୍ରହଣ ଉତ୍ସବ   (19-Apr-2026)       ||      ଶତ ପ୍ରତିଶତ ନମ୍ବର ରଖି ଜିଲ୍ଲା ପାଇଁ ସୁନାମ ଆଣିଲେ କୁମାର ଅଭିନବ*- *ଶୁଭେଛା ଜଣାଇଲେ ଜିଲ୍ଲାପାଳ   (19-Apr-2026)       ||      ଅତାବିରା ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରଭୁ ପର୍ଶୁରାମଙ୍କ ଜୟନ୍ତୀ   (19-Apr-2026)       ||      ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଅଧିବାସ ଓ କଳସଯାତ୍ରା   (19-Apr-2026)       ||      ବରୀ ଥାନା ପକ୍ଷରୁ ଜଳଛତ୍ର କେନ୍ଦ୍ର ଉଦଘାଟିତ   (19-Apr-2026)       ||      ଓ.ପି. ଜିନ୍ଦଲ ବିଶ୍ୱବିଦ୍ୟାଳୟ ପକ୍ଷରୁ କ୍ୟାରିୟର କାଉନସେଲିଂ ସେମିନାର   (19-Apr-2026)       ||      ବଲାଙ୍ଗୀରରେ ଭବ୍ୟକାର୍ଯ୍ୟକ୍ରମ ସହିତ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ   (19-Apr-2026)       ||      ଆସନ୍ତା ଏପ୍ରିଲ ୨୩ ରେ ଭାରତ ବନ୍ଦ   (19-Apr-2026)       ||      ଅସଲି କିଏ, ଆଉ ନକଲି କିଏ ? କନ୍ଧମାଳ ଜିଲ୍ଲାରେ ମାଳମାଳ ସାମ୍ବାଦିକ: ପ୍ରଶାସନ ପାଖରେ ନାହିଁ ସଠିକ ତଥ୍ୟ   (19-Apr-2026)       ||      ସିବିଏସଇ ଦଶମ ପରୀକ୍ଷା ରେ ସୁଶ୍ରୀ ଅନୁଷ୍କା ଙ୍କ କୃତିତ୍ୱ   (19-Apr-2026)       ||      ପୁରୀ ଏସପି ଙ୍କ ସୂଚନା: ସୁରକ୍ଷା ଦାୟିତ୍ୱରେ ଜଣେ ଅତିରିକ୍ତ ଏସ.ପି ଙ୍କ ସମେତ ୫ ଡି ଏସ୍ ପି ରହିବେ    (19-Apr-2026)       ||      ଚାଷୀଙ୍କ ଦୁଃ ଦୁଃଖ ପାଲଟିଛି ଖରିମୁଣ୍ଡା-ସିଂହସାହି ନାଳ   (19-Apr-2026)       ||      ଲାଇଟ୍ ନଥୁଲେ ବି ଆସୁଛି ବିଦ୍ୟୁତ ବିଲ୍   (19-Apr-2026)       ||      ହାତୀ ସୁରକ୍ଷା ଦିଗହରା : ବେଲଘରରେ ପୁଣି ଏକ ଦନ୍ତା ହାତୀ ମୃତ : ୪ ମାସରେ ମଲେଣି ୩ ହାତୀ   (19-Apr-2026)       ||      ସୁବର୍ଣ୍ଣପୁରରେ ସିଏମ ଟ୍ରଫି ୨୦୨୬ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (18-Apr-2026)       ||     

HOME   ଜିଲ୍ଲା

କିଡ଼ନୀ ଆକ୍ରାନ୍ତଙ୍କ ପାଖରେ ପହଞ୍ଚିଲା ମାହେଶ୍ୱରୀ ସଂଗଠନ, ଗାଁ ଲୋକଙ୍କୁ ଫୁଟା ପାଣି ପିଇବା ପାଇଁ କହିଲେ

06-Dec-2021



ଲୋଇସିଂହା, (ବିନୋଦ କୁମାର ଦୀପ) କିଛିଦିନ ହେବ ଲୋଇସିଂହା ନିକଟସ୍ଥ ପତରାପାଲି ଗାଁ ରେ କିଡନି ରୋଗରେ  ଆକ୍ରାନ୍ତ ଓ ମୂତକଙ୍କ  ସଂଖ୍ୟା 6 ବୋଲି ଖବର ପାଇ ମାହେଶ୍ୱରୀ ସଂଗଠନ ତାଙ୍କ ପାଖକୁ ପହଞ୍ଚିଥିଲା l ସେଠାରେ ପହଞ୍ଚି ଲୋକଙ୍କ ସହ କଥା ହେଲାପରେ କିଡନି ରୋଗର

କାରଣ ଜାଣିବା ପାଇ ଉକ୍ତ ସଂଗଠନ ତରଫରୁ ଗାଁର ତିନୋଟି ନଳକୂପ ପାଣିକୁ ଟେଷ୍ଟ ପାଇଁ ବାହାରକୁ ପଠା ଯାଇଥିଲା l ଆଜି ତାର ଟେଷ୍ଟ ର ରିପୋର୍ଟ ପାଇବା ପରେ ଜାଣିବାକୁ ପାଇଲେ  ଯେ ଗାଁର ଗୋଟିଏ ନଳକୂପରେ କମ୍ ମାତ୍ରାରେ ଲୌହ  ଅଂଶ ଦେଖାଦେଇଛି ଯାହାକି ଗାଁ ଲୋକଙ୍କ ପାଇଁ କ୍ଷତିକାରକ ନୁହେ lପତରାପାଲି ଗାଁର ଲୋକଙ୍କୁ ଲୋଇସିଂହା ମାହେଶ୍ବରୀ

ସଂଗଠନ ତରଫରୁ ସୂଚାଇ ଦେଇଛି ଯେ ଆପଣଙ୍କ ପାଣି ପିଇବା ଯୋଗ୍ଯ ଅଟେ ମାତ୍ର ପାଣିକୁ ଫୁଟାଇ ପିଇଲେ ଆହୁରି ଭଲ  ହେବ ଏବଂ ଆଗକୁ ବି ଯଦି ଯେ କୌଣସି ପ୍ରକାରର ଅସୁବିଧା ହୁଏ  ତାହେଲେ ଏହି ସଂଗଠନ ଆପଣଙ୍କ ସହିତ ସବୁବେଳେ ସବୁସମୟ ଛିଡାହୋଇ ରହିବ ବୋଲି ମାହେଶ୍ୱରୀ ସଂଗଠନ ସଭାପତି ଦେବାଶିଷ ବିଶୋଇ ଓ କରନ ପଧାନ ପ୍ରକାଶ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ବିଜେପି ପକ୍ଷରୁ ମଲିକୁଦରେ ଡଃ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ।   20-Apr-2026
  ଜିଲ୍ଲା  
*ଯୋରନ୍ଦାରୁ ୨୧ ଦିନର ପାଦଯାତ୍ରାରେ ମହିମା ଧର୍ମର ସାଧୁଙ୍କ ପାଦଯାତ୍ରା – ସାଧୁସନ୍ଥ ସେବାରେ ଯୁବକଙ୍କ ସହଯୋଗ*   20-Apr-2026
  ଜିଲ୍ଲା  
ସୁଶ୍ରୀ ଅନୁଷ୍କାଙ୍କ କୃତିତ୍ୱ ଲାଗି ସମ୍ବର୍ଦ୍ଧନା   20-Apr-2026
  ଜିଲ୍ଲା  
ବାଲି ମାଫିଆଙ୍କ ବାଲି ଚୋରି , ଚାଷୀଙ୍କ ଉପରେ ଦାଦାଗିରି   20-Apr-2026
  ଜିଲ୍ଲା  
ଡଭଲା ଗ୍ରାମ ଠାରେ ଚତୁର୍ଥ ମା ମାହେଶ୍ୱରୀ ଦୁଇ ଦିନିଆ କ୍ରିକେଟ ମ୍ୟାଚ ଉଦଘାଟିତ   19-Apr-2026
  ଜିଲ୍ଲା  
ସାଇଟ ନର୍ସିଂ କଲେଜରେ ଶପଥ ଗ୍ରହଣ ଉତ୍ସବ   19-Apr-2026
  ଜିଲ୍ଲା  
ଶତ ପ୍ରତିଶତ ନମ୍ବର ରଖି ଜିଲ୍ଲା ପାଇଁ ସୁନାମ ଆଣିଲେ କୁମାର ଅଭିନବ*- *ଶୁଭେଛା ଜଣାଇଲେ ଜିଲ୍ଲାପାଳ   19-Apr-2026
  ଜିଲ୍ଲା  
ଅତାବିରା ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରଭୁ ପର୍ଶୁରାମଙ୍କ ଜୟନ୍ତୀ   19-Apr-2026
  ଜିଲ୍ଲା  
ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଅଧିବାସ ଓ କଳସଯାତ୍ରା   19-Apr-2026
  ଜିଲ୍ଲା  
ବରୀ ଥାନା ପକ୍ଷରୁ ଜଳଛତ୍ର କେନ୍ଦ୍ର ଉଦଘାଟିତ   19-Apr-2026
  ଜିଲ୍ଲା  
ଓ.ପି. ଜିନ୍ଦଲ ବିଶ୍ୱବିଦ୍ୟାଳୟ ପକ୍ଷରୁ କ୍ୟାରିୟର କାଉନସେଲିଂ ସେମିନାର   19-Apr-2026
  ଜିଲ୍ଲା  
ବଲାଙ୍ଗୀରରେ ଭବ୍ୟକାର୍ଯ୍ୟକ୍ରମ ସହିତ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ   19-Apr-2026

You Might Also Like