-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||     

HOME   ରାଜ୍ୟ

ବିହାରରେ ବାଜି ମରିବ କିଏ ?

08-Nov-2020



ବିହାର ନିର୍ବାଚନ ନେଇ ବୁଥ ବାହୁଡା ମତର ବଡ ସଂକେତ: ମହାମେଂଟ ସରକାର ଗଢ଼ିବା ନେଇ ଏକାଧିକ ସଂସ୍ଥାର ପୂର୍ବାନୁମାନ; ଇଣ୍ଡିଆ ଟୁଡେ କହିଲା ମୁଖ୍ୟମନ୍ତ୍ରୀ ଭାବେ ତେଜସ୍ୱୀ ପ୍ରଥମ ପସନ୍ଦ। ମହାମେଂଟକୁ ମିଳିବ ୧୩୯ ରୁ ୧୬୧ ଆସନ!!*ସରିଲା ବିହାର ନିର୍ବାଚନ । କାହାକୁ ବାଛିଲେ ବିହାରବାସୀ ଏହା ୧୦ ତାରିଖରେ ସ୍ପଷ୍ଟ ହେବ । ହେଲେ ଏହା ପୂର୍ବରୁ ଆସିଛି ବୁଥ ବାହୁଡା ମତ  । ବିଭିନ୍ନ ସର୍ଭେ ସଂସ୍ଥା ସଂଗ୍ରହ କରିଥିବା ବୁଥ୍ ବାହୁଡା ମତ ଅନୁସାରେ ମହାମେଂଟ ସରକାର ଗଢିବାକୁ ଯାଉଛି । ଇଣ୍ଡିଆ ଟୁଡେ- ମାଇଁ ଆକ୍ସିସର ବଡ ସଂକେତ, ସରକାର ଗଢ଼ିବ ଆରଜେଡି ନେତୃତ୍ୱଧିନ ମହାମେଂଟ । ମହାମେଂଟକୁ ଇଣ୍ଡିଆ ଟୁଡେ- ମାଇଁ ଆକ୍ସିସ ୧୩୯ ରୁ ୧୬୧ ଆସନ ଦେଇଥିବା ବେଳେ ଏନଡିଏ ମେଂଟକୁ ୬୧ ରୁ ୯୧ ଆସନ ମିଳିବ ବୋଲି ଆକଳନ କରିଛି । ଟାଇମ୍ସ-ନାଓ-ସିଭୋଟରର ପୂର୍ବାନୁମାନ ଅନୁସାରେ କୌଣସି ମେଂଟକୁ ବହୁମତ ମଳିବ ନାହିଁ । ଏନଡିଏ ମେଂଟକୁ ୧୧୬ଟି ଆସନ ଏବଂ ମହାମେଂଟକୁ ୧୨୦ ଓ ଅନ୍ୟାନ୍ୟଙ୍କୁ ୭ଟି ଆସନ ମିଳିବ । ସେହିପରି ଏବିପିର ପୂର୍ବାନୁମାନ ଅନୁସାରେ ମହାମେଂଟକୁ ୧୦୮ରୁ ୧୩୧ଟି ଆସନ ମିଳିବ!!*l*ନୀତିଶଙ୍କ ନେତୃତ୍ୱାଧିନ ଏନଡିଏ ମେଂଟକୁ ୧୦୪ ରୁ ୧୨୮ ଆସନ ମିଳିବ । ଏଲଜେପିକୁ ୧ ରୁ ୩ ଓ ଅନ୍ୟମାନଙ୍କୁ ୪ରୁ ୮ଟି ଆସନ ମିଳିବ । ଅର୍ଥାତ ମହାମେଂଟ ସରକାର ଗଢ଼ିବାର ସମ୍ଭାବନା ଅଧିକ ରହିଛି । ରିପବ୍ଲିକ –ଜନକିବାତର ପୂର୍ବାନୁମାନ ଅନୁସାରେ ୨୪୩ ଆସନରୁ ମହାମେଂଟକୁ ୧୧୮ରୁ ୧୩୮ , ଏନଡିଏ ମେଂଟକୁ ୯୧ରୁ ୧୧୭ଟି ଆସନ, ଅନ୍ୟାନ୍ୟଙ୍କୁ ୫ରୁ ୮ଆସନ ମିଳିବ । ଅର୍ଥାତ ମହାମେଂଟକୁ ବହୁମତ ମିଳିବା ନେଇ ଅଧିକ ସମ୍ଭାବନା ରହିଛି । ଟିଭି-୯ ଭାରତବର୍ଷର ସର୍ଭେ ଅନୁସାରେ ମହାମେଂଟକୁ ୧୧୫ରୁ ୧୨୫ ଆସନ ମିଳିବ । ସେହିପରି ଏନଡିଏ ମେଂଟକୁ ୧୧୦ରୁ ୧୨୦ ଆସନ ମିଳିବ । ଏବଂ ଅନ୍ୟମାନଙ୍କୁ ୧୦ ରୁ ୧୫ ଆସନ ମିଳିବ । ଅର୍ଥାତ ମହାମେଂଟକୁ ବହୁମତ ମିଳିବାର ସମ୍ଭାବନା ରହିଛି!! ଅନ୍ୟପଟେ, ବିହାର ନିର୍ବାଚନର ଫଳାଫଳକୁ ନେଇ କେବଳ ବିହାରବାସୀ ନୁହଁନ୍ତି, ସାରା ଦେଶବାସୀ ଏହାର ଫଳାଫଳକୁ ଅପେକ୍ଷା କରିଛନ୍ତି । କରୋନା ଲକଡାଉନ ଓ ଏହାକୁ ନେଇ ଦାଦନଙ୍କ ଦୁର୍ଦ୍ଦଶା ପରେ ହୋଇଛି ଏହି ନିର୍ବାଚନ । ସରକାରଙ୍କ ସଫଳତା ଓ ବିଫଳତାକୁ କିପରି ଲୋକଙ୍କୁ ପ୍ରଭାବିତ କରିଛି ଏହାର ଝଲକ ଦେଖିବାକୁ ମିଳିବ, ନିର୍ବାଚନର ଫଳାଫଳରେ । ବିହାର ବିଜୟ ପାଇଁ ଉଭୟ ଏନଡିଏ ଓ ୟୁପିଏ ମହାମେଂଟ ସମସ୍ତ ବଳ ଖଟାଇଥିଲେ । କିନ୍ତୁ ରୋଚକର କଥା ହେଉଛି, ବିହାର ନିର୍ବାଚନରେ ଦେଖିବାକୁ ମିଳିଛି ବଡ଼ ବିରୋଧାଭାସ!!


News Comment




Photo in News

Advertisment
Lastest News
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026

You Might Also Like