-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
02-Dec-2021
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦିବାହାଲ ପଂଚାୟତ ଠାରେ ଏକ ଦିବସୀୟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଆଜିର ଏହି ଉଦଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ଏ ଅଂଚଳର ଜଣେ ଜଣାଶୁଣା ବିଜେପି କର୍ମୀ ସୁନୀଲ କୁମାର ଦାସ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ ଲ ମ୍କରିବା ସହିତ ଆଜିର ଫାଇନାଲ ମ୍ୟାଚରେ ପ୍ରଥମ ସ୍ଥାନ ଯୋଗୀଶର୍ଡl ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଆଗଲାପାଲି ଦଳକୁ ପୁରସ୍କାର ପ୍ରଦାନ କରିଥିଲେ l ସୂଚନା ମୁତାବକ ଆଜିର ଅନୁଷ୍ଠିତ ମ୍ୟାଚରେ ହାରାହାରି ୮ଟି ଦଳ ଅଂଶଗ୍ରହଣ କରିଥିଲେ l