-+91-9937148622 |
prerana_bgr@rediffmail.com |
Wednesday 8th July 2026 |
R.N.I. Regd No. ODIODI/2010/46693
Breaking News
07-Nov-2020
ଭୁବନେଶ୍ବର, (ଦୀପକ କୁମାର ଷଡଙ୍ଗୀ) - ଭୁବନେଶ୍ବର ପ୍ରେସ ଛକର ୧୦୦ମିଟର ଦୁରରେ ଥିବା ଏକ ବିଦ୍ୟୁତ ବିଭାଗର ଟ୍ରାନ୍ସଫର୍ମ ଅବସ୍ଥା ନେଇ ପାରେ ଯାଇ ପାରେ ଅନେକ ଜୀବନ । ରାସ୍ତା କଡ଼ରେ ଥିବା ଏହି ଟ୍ରାନ୍ସଫର୍ମ ର ପ୍ୟାନେଲ ବୋର୍ଡ ମାଟି ଠାରୁ ଏକ ଫୁଟ ଉଚ୍ଚତାରେ ରହିଛି କଭର ଅନେକ ଦିନ ହେବ ନାହିଁ ଛିଣ୍ଡା ତାର ଗୁଡ଼ିକ ବିପଦପୂର୍ଣ୍ଣ ଅବସ୍ଥା ଝୁଲି ରହିଛି ଏହା ଉପରେ କାହାରି ନଜର ନାହିଁ।ବଡ ଦୁଃଖ ର ବିଷୟ ସ୍ମାର୍ଟ ସିଟି ଭୁବନେଶ୍ୱର ବିଦ୍ୟୁତ୍ ବିଭାଗ ନିଘୋଡ଼ ନିଦରେ ଶୋଇଛନ୍ତି । ଏହା ଆମର ଭୁବନେଶ୍ୱର ର ପରିସ୍ଥିତି। ସାଧାରଣ ରେ ଏହା ଏବେ ଚର୍ଚ୍ଚା ର ବିଷୟ ଧନ ଜୀବନ ଗଲାପରେ କଣ ବିଦ୍ୟୁତ୍ ବିଭାଗ ର ନିଦ ଭାଙ୍ଗିବ?