-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||     

HOME   ଜିଲ୍ଲା

ଭୁଲ ତଥ୍ୟ ସଂଶୋଧନ ସକାଶେ ଆନ୍ଦୋଳନ

24-Nov-2021



ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) : ଅଶିଦଶକ ର ଗନ୍ଧମାର୍ଦ୍ଦନ ବଞ୍ଚାଓ ଅଭିଯାନ,ବାଲକୋ ହଟାଓ ଅଭିଯାନ ର ଆନ୍ଦୋଳନ ସାରା ଭାରତ ବର୍ଷରେ ସଫଳତା ର ଆନ୍ଦୋଳନ ଭାବେ ସମସ୍ତେ ଜାଣନ୍ତି lଏହି ଆନ୍ଦୋଳନ ଏବେ ଯୁକ୍ତ ଦୁଇ ରାଜନୀତି ବିଜ୍ଞାନ ଦ୍ୱିତୀୟ ବର୍ଷ ଶିଲାବସ୍ ରେ ସ୍ଥାନିତ ହୋଇଛି lକିନ୍ତୁ ଦୁଃଖ ର ଓ ପରିତାପର ବିଷୟ ଏହି ଯେ, ଆନ୍ଦୋଳନ କୁ ନାଳନ୍ଦା ପ୍ରକାଶନ ର ନନ୍ଦ କିଶୋର ପରିଡ଼ା ଏବଂ ଆଲୋକ ରାୟ ଅତି ବିକୃତ କରି ଇତିହାସ ରଚିତ କରିଛନ୍ତି lଏହାର ପ୍ରତିବାଦରେ ରେ ୨୪.୧୧.୨୦୨୧ ବୁଧବାର ଦିନ ଗନ୍ଧମାର୍ଦ୍ଦନ ସୁରକ୍ଷା ପରିଷଦ କପିଳ ମୁନି ଆଶ୍ରମର ର କେନ୍ଦ୍ରୀୟ ଆବାହକ

ଶ୍ରୀ ରବିନାରାୟଣ ସାହୁ ଙ୍କ ନେତୃତ୍ବରେ ପାଇକମାଳ ନୃସିଂହନାଥ ଧର୍ମଶାଳା ଠାରୁ ଏକ ବିରାଟ ରେଲି ବାହାରି  ପାଇକମାଳ ସହର ପରିକ୍ରମା କଲାପରେ ପାଇକମାଳ ବ୍ଳକ ରେ ଆସି ପହଞ୍ଚିଥିଲା lଏହାର ପ୍ରତିବାଦରେ ବିଗତ ଦିନରେ ଜଏଣ୍ଟେ ସେକ୍ରେଟାରୀ ଙ୍କ ତରଫ ରୁ ପଦ୍ମପୁର ଉପଜିଲ୍ଲାପାଳ ଙ୍କୁ ଏକ ଚିଠି ପ୍ରଦାନ କରିଥିଲେ lଶ୍ରୀଘ୍ର ଏଇ ପୁସ୍ତକ ର ତୃଟି ସଂଶୋଧନ କରିବାପାଇଁ ଦୃଦୟଙ୍ଗମ କରି ଚିଠିରେ ଜଣାଇଥିଲେ lତଥାପି ପାଠ୍ୟ ପୁସ୍ତକ ରେ ସଂଶୋଧନ ନ ହେବାରୁ ବାଧ୍ୟ ହୋଇ ଆନ୍ଦୋଳନ କାରୀ ମାନେ ରାସ୍ତା କୁ ଓହ୍ଲାଇ ବିଭିନ୍ନ ନାରାବାଜି ସହିତ ପାଇକମାଳ ମୁଖ୍ୟ ଛକ ତଥା ବ୍ଳକ ଅଫିସ ସାମ୍ନାରେ ରଚୟିତା ନନ୍ଦ କିଶୋର ପରିଡ଼ା ଏବଂ ଆଲୋକ ରାୟ ଙ୍କ କୁଶପୁତ୍ତଳିକା ଦାହ କରି ପ୍ରତିବାଦ ର ସ୍ୱର ଜଣାଇଥିଲେ lପରେ ଏକ ଜନସଭାର ଆୟୋଜନ କରାଯାଇଥିଲା lତତପରେ ପାଇକମାଳ ବି.ଡି.ଓ ମିସ୍ ଉପାଞ୍ଜଳୀ ମାଝୀ ଙ୍କ ଜରିଆରେ ୬ ଦଫା ସମ୍ବଳିତ ଦାବିପତ୍ର

ପ୍ରଦାନ କରାଯାଇଥିଲା lଏହି କାର୍ଯ୍ୟକ୍ରମ ରେ ଆଇନଜୀବୀ ପ୍ରଶାନ୍ତ ମାଝୀ,ଗିରିଶ ଡନସନା, ପାଇକମାଳ ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମାନ ଧବଳେଶ୍ଵର ସାହୁ, ଝାରବନ୍ଧ ବ୍ଲକ ର ସମାଜସେବୀ ସନ୍ତୋଷ ବେହେରା ପ୍ରମୁଖ ଗନ୍ଧମାର୍ଦ୍ଦନ ସୁରକ୍ଷା ପରିଷଦ ର ମୂଲ ରୁ ଶେଷ ପର୍ଯ୍ୟନ୍ତ ର ଇତିହାସ ସହ ବାଲକୋ ହଟାଓ ଅଭିଯାନ ର  ଇତିହାସ ଉପରେ ଅନର୍ଗଳ ବଖାଣି ଥିଲେ lଏହିକାର୍ଯ୍ୟକ୍ରମ କୁ ସଂଯୋଜନା କରୁଥିଲେ ବାଲକୋ ଆନ୍ଦୋଳନ ର ପୁରୁଣା ସଂଗ୍ରାମୀ ଶ୍ରୀମାନ ରାଜକୁମାର ସେଠ lଅନ୍ୟ ମାନଙ୍କ ମଧ୍ୟରେ ଯଶପାଲ ବାବା, ଲୋକନାଥ ରାଉତ, ଶ୍ରୀମତୀ ଦୁଃଖି ବରିହା ପିଙ୍କି ମହାନନ୍ଦ,ବାଳମତୀ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ lଶେଷରେ ବି.ଡି.ଓ ପାଇକମାଳ ମିସ୍ ଉପାଞ୍ଜଳୀ ମାଝୀ ଙ୍କୁ ଆବାହକ ଶ୍ରୀ ସାହୁ ଦାବୀପତ୍ର ପ୍ରଦାନ କରିବା ସହିତ ଏହାରି ଉପରେ ଏକ ମାସ ମଧ୍ୟ ରେ ସନ୍ତୋଷ ଜନକ ସମାଧାନ ପାଇଁ ଦାବୀ ଜଣାଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ   29-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026

You Might Also Like