-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
20-Nov-2021
ଭୁବନେଶ୍ବର: କାର୍ତ୍ତିକ ମାସ ସରିଲେ ଛାଡ଼ଖାଇକୁ ଅପେକ୍ଷା କରିଥାନ୍ତି ଆମିଷାଶୀ ଲୋକେ ଏବଂ ଆମିଷ ବ୍ୟବସାୟୀ। କିନ୍ତୁ ଏଥର ଛାଡ଼ଖାଇ ଶନିବାରରେ ପଡ଼ିଥିବାରୁ ଲୋକଙ୍କ ମନରେ ସେତେଟା ଉତ୍ସାହ ପରିଲକ୍ଷିତ ହୋଇନାହିଁ। ଏହାଛଡ଼ା ବେପାର ମାନ୍ଦା ଥିବାରୁ ଆମିଷ ବ୍ୟବସାୟୀ ବି ଖୁସି ନଥିବା କୁହାଯାଉଛି।
ଆସନ୍ତାକାଲିକୁ ଅପେକ୍ଷା କରିଛନ୍ତି ବେପାରୀ। କାଲି ରବିବାର ହୋଇଥିବାରୁ ଭଲ ବ୍ୟବସାୟ ହେବ ଏବଂ ରୋଜଗାର ହେବ ବେପାରୀ ଆଶା ରଖିଛନ୍ତି। ରାଜ୍ୟର ଅଧିକାଂଶ ସ୍ଥାନରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି l