-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||     

HOME   ଜିଲ୍ଲା

 ମିଲ୍ କୁ ଯିବା ବଦଳରେ ବାହାର ରାଜ୍ୟକୁ ଯାଉଛି ଶହ ଶହ ଟ୍ରକ୍ ବଲାଙ୍ଗୀରରେ ଧଳା ସୁନାର କଳା କାରବାର

19-Nov-2021



ବଲାଙ୍ଗୀର(ଅନ୍ତର୍ଯ୍ୟାମୀ ସାହୁ)- ବଲାଙ୍ଗୀର ଜିଲ୍ଲାରେ କପା ମିଲ୍ ଖୋଲିବା ଦିନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାର କପା ମିଲ ଗୁଡିକୁ ଆଶାନୁରୁପକ ଭାବରେ କପା ଆସୁ ନାହିଁ । ଏଥିପାଇଁ ବର୍ତ୍ତମାନ ମିଲ୍ ମାନେ ଚିନ୍ତାରେ ପଡିଛନ୍ତି । ବିଗତ ବର୍ଷ ଗୁଡିକରେ ମିଲ୍ ମାନଙ୍କରେ ଟ୍ରକ୍‌, କଂଟେନର ଆଦି ଗାଡି ଗୁଡିକର ଲମ୍ବା ଲାଇନ୍ ଲାଗୁଥିବା ବେଳେ ଚଳିତ ଜିଲ୍ଲାର ପ୍ରାୟ କପା ମିଲ୍ ବର୍ଷ ଖାଁ ଖାଁ ଲାଗୁଛି । ବଲାଙ୍ଗୀର ଜିଲ୍ଲାରେ ମୋଟ୍ ୧୨ଟି କପା ମିଲକୁ ଚାଷୀଙ୍କ ଠାରୁ  ସିଧାସଳକ କପା କିଣିବା ପାଇଁ ଅନୁମତି ମିଳିଥିବା ବେଳେ ଜିଲ୍ଲାର ଲକ୍ଷାଧିକ ଟଙ୍କାର ଏହି ଦଳା ସୁନା ବାହାର ରାଜ୍ୟକୁ ଚାଲାଣ ହେଉଛି । ଚଳିତ ବର୍ଷ କପାର ଏମ୍‌ଏସ୍‌ପି(ମିନିମମ୍ ସପୋର୍ଟ ପ୍ରାଇସ୍‌) ୭୫୦୦ଟଙ୍କା ରହିଥିବା ବେଳେ ବାହାର ରାଜ୍ୟର ମିଲ୍ ମାଲିକ ମାନେ ଏମ୍‌ଏସ୍‌ପିରୁ ଅଧିକ ଟଙ୍କା ରେ ତଥା ଅଧିକ ମୋସଚର୍ ଥାଇ ମଧ୍ୟ ଚାଷୀଙ୍କ ଠାରୁ କପା କିଣୁଥିବାରୁ ଚାଷୀ ମାନେ ଜିଲ୍ଲାର ମିଲ୍ ମାଲିକ ମାନଙ୍କ ବଦଳରେ ବାହାର ରାଜ୍ୟର ମିଲ୍ ମାଲିକଙ୍କୁ ନିଜ ଉତ୍ପାଦିକ କପା ବିକିବା ପାଇଁ ଚାହୁଁଛନ୍ତି ।

ଅନୁସନ୍ଧାନରୁ ଜଣାପଡିଛି ଯେ, ସୁଦୁର ମହାରାଷ୍ଟ୍ର ର ନାଗପୁର, ଛତିଶଗଡର ରାୟପୁର ଓ  ଗୁଜରାଟର ବିଭିନ୍ନ ଫେକ୍‌ଟ୍ରି ଗୁଡିକରୁ ଟ୍ରକ ମାନ ଆସି ଚାଷୀ ମାନଙ୍କ ଠାରୁ ଏମ୍‌ଏସ୍‌ପି ଠାରୁ ଅଧିକ ଦରରେ କପା କିଣି ନେଉଛନ୍ତି । କିଛି ଦଲାଲ ଓ ବାହାର ରାଜ୍ୟର ମୁନାଫାଖୋର ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ କପା ମିଲ୍ କୁ ଯେତେ କପା ଆସିବା କଥା ସେ ପରିମାଣରେ କପା ଆସି ।ପରୁ ନାହିଁ । ଚାଷୀ ମାନଙ୍କ କହିବା କଥା ହେଲେ ବାହାର ରାଜ୍ୟର ବ୍ୟବସାୟୀ ମାନେ କପା କ୍ୱିଣ୍ଟାଲ ପ୍ରତି ଅଧିକ ଦରରେ କିଣୁ ଥିବା ରୁ ସେମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ମିଲ ଗୁଡିକରେ କପା ବିକ୍ରି କରୁ ନାହାନ୍ତି । ଏପରିକି କଂଟାବାଞ୍ଜି ଅଂଚଳର ଅନେକ ସ୍ଥାନରେ ଛୋଟମୋଟ ଦୋକାନ କରି କିଛି ବ୍ୟବସାୟୀ ଚାଷୀ ମାନଙ୍କ ଠାରୁ କପା କିଣି ଏହି ବାହାର ରାଜ୍ୟର ବ୍ୟବସାୟୀ ମାନଙ୍କୁ ବିକ୍ରୀ କରୁଥିବା ଦେଖିବାକୁ ମିଳିଛି । କଂଟାବାଞ୍ଜି ଅଂଚଳରେ ଜନୈକ ହୋମଗାଡଙଙ୍କ ଭାଇ ମଧ୍ୟ ଏପରି କାରବାରରେ ଲିପ୍ତ ଥିବା ଦେଖିବାକୁ ମିଳିଛି । ଚାଷୀ ମାନେ କପା ବିକ୍ରି କରି ଯେଉଁ ଠାରେ ଅଧିକ କିଛି ରୋଜଗାର କରିପାରୁ ଛନ୍ତି ସେଠାରେ ସେମାନେ ନିଜ ଉତ୍ପାଦନର ବିକ୍ରି କରୁଛନ୍ତି । ବଲାଙ୍ଗୀର ଜିଲ୍ଲାପାଳଙ୍କ ଏପରି ନିର୍ଦ୍ଦେଶ ଚାଷୀ ମାନଙ୍କୁ ସୁହାଇଉଛି । ତେବେ ଆମ ଅଂଚଳର ଉତ୍ପାଦିକ କପା ଚଢ଼ା ଦରରେ ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିବାରୁ ମିଲର ମାନେ ଚିନ୍ତାରେ ପଡିଛନ୍ତି । ଅନ୍ୟ ପଟରେ ବାହାର ରାଜ୍ୟରୁ ଆସୁଥିବା ଗାଡି ଗୁଡିକର ଜିଏସ୍‌ଟି ଓ ଅନ୍ୟାନ୍ୟ କାଗଜପତ୍ର ନଥିବା ସ ତ୍ତେବ ଏମାନଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ କରି ନାହାନ୍ତି । ଗତ କିଛି ଦିନ ତଳେ ନୂଆପଡା ଜିଲ୍ଲାପାଳ ଟିକସ ଫାଙ୍କୁ ଥିବା ତଥା ବିନା ଜିଏସ୍‌ଟିରେ କାରବାର କରୁଥିବା ବାହାର ରାଜ୍ୟର କିଛି କପା ବ୍ୟବସାୟୀଙ୍କ ଟ୍ରକକୁ ଅଟକ ରଖିଥିବା ବେଳେ ବଲାଙ୍ଗୀର ଜିଲ୍ଲାପାଳ ଏ ସଂକ୍ରାନ୍ତରେ କୌଣସି ପଦକ୍ଷେପ ଗ୍ରହଣ  ନକରିବା ମିଲରସ ମାନଙ୍କୁ ହତାଶ କରିଛି ।   ଜିଲ୍ଲାପାଳ ଏ ସଂର୍କରେ ପ୍ରତିକ୍ରିୟା ରଖି ଚାଷୀ ଏମ୍‌ଏସ୍‌ପି ରୁ ଅଧିକ ରେଟରେ କପା କଣି ପାରିବ କିନ୍ତୁ କମ ରେଟ୍ ରେ ବିକିପାରିବ ନାହିଁ ବୋଲି କହିଛନ୍ତି । ଚାଷୀ ଅଧିକ ରେଟ୍‌ରେ ବିକ୍ରି କଲେ ଆମର କିଛି କହିବାର ନାହିଁ ବୋଲି ଜିଲ୍ଲାପାଳ ରୋକ୍‌ଠୋକ୍ କହିଦେଇଛନ୍ତି । ତେବେ ଦଲାଲ ମାନଙ୍କ ଯୋଗୁଁ କପାର ଅବାଭୀ ବକ୍ରୀ ହେବା ସହ ଏଠାକର ମିଲ ମାଲିକ ମାନେ ଲକ୍ଷାଧିକ ଟଙ୍କାର କ୍ଷତି ସହୁଛନ୍ତି । ତେଣୁ ବଲାଙ୍ଗିର ଜିଲ୍ଲାପାଳ ଜିଲ୍ଲାରେ କପା ବ୍ୟବସାୟରେ ଚାଲିଥିବା ଏପରି ଅବ୍ୟବସ୍ଥା କୁ ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି । 
 


News Comment




Photo in News

Advertisment
Lastest News
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026

You Might Also Like