-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
15-Nov-2021
ଗଞ୍ଜାମ(ଉମା ମହାରଣା) ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତରର୍ଗତ ଦେଓଗାଁ ନିକଟରେ ଆଜି ସକାଳ ୯.୩୦ ମିନିଟ ସମୟରେ ଗୋଟିଏ ଥରରେ ବସ୍ ଟ୍ରକ ପିକପ୍ ଓ ବାଇକ ଧକା ରେ ୩ ଗୁରୁତର ହୋଇ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।ସେଇମାନେ ହେଲେ ଦେଓଗାଁ ର କୁନା ସାହୁ, ଟ୍ରକ ଡ୍ରାଇଭର ହରି ପ୍ରଧାନ, ବାଇକ ଚାଳକ ନାରାୟଣ ଯାନୀ,ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଶଙ୍କଟା ପର୍ଣ୍ଣ ହେବାରୁ ତାଙ୍କୁ ଆମ୍ବୁଲାନ୍ସ
ଯୋଗେ ବ୍ରହ୍ମପୁର ବଡ ମେଡିକାଲ କୁ ପଠେଇ ଦିୟା ଯାଇଛି ଆସ୍କା ଠାରୁ ଖଲିକୋଟ ଅଭିମୁଖେ ଯାଉଥିବା ଟ୍ରକ ଓ ବିପରୀତ ଦିଗରୁ ଆସୁଥିବା ମାଣିବାବା ବସକୁ ଧକା ଦେଇଥିଲା ଫଳରେ ବସଟି କାଟିବା ପାଇଁ ଚେଷ୍ଟା କରିଲା ବେଳେ ଏକ ପିକପ୍ କୁ ଧକା ଦେଇଥିଲା। ବସ ସେଇପଟେ ଟ୍ରକ ଡ୍ରାଇଭର ନିୟଂତ୍ରଣ ହରାଇ ବାଇକ କୁ ମଧ୍ୟ ଧକା ଦେଇଥିଲା ।