-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
15-Nov-2021
ପଦ୍ମପୁର, ଅମ୍ବାଭୋନା(ନିରଞ୍ଜନ ତ୍ରିପାଠୀ) : ଓଡିଶାର ସୁଦକ୍ଷ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ତଥା ମାନ୍ୟବର ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ଲୋକପ୍ରିୟତାକୁ ପାଥେୟ କରି ଅମ୍ବାଭୋନା ବ୍ଳକ ରୁଚିଦା ପଞ୍ଚାୟତ ଅଧୀନରେ ଯାଉଥିବା ବେହେରାପାଲି ଗ୍ରାମର ଗ୍ରାମ୍ୟ କମିଟି ସହ ବିଜେପି ଦଳର କେତେକ ତୁଙ୍ଗ ନେତା ବିଧିବଦ୍ଧ ଭାବେ ବିଜେପି ଦଳକୁ ସବୁଦିନ ପାଇଁ ଛାଡି ବିଜୁ ଜନତା ଦଳ ରେ ସାମିଲ ହୋଇଛନ୍ତି ବୋଲି ବିଜେଡି ର ଡିଜିଟାଲ ସେକ୍ରେଟାରୀ ସୁଜିତ ଗଡତିଆ ଙ୍କ ଠାରୁ ପ୍ରକାଶ