-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
13-Nov-2021
ବଲାଙ୍ଗିର : ଆଜି ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଓ ତାଙ୍କ ସହଯୋଗୀ ମାନଙ୍କ ଉପରେ ହୋଇଥିବା ଆକ୍ରମଣ କୁ ବଲାଙ୍ଗୀର ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ଆମେ ନିନ୍ଦା କରୁଛୁ। ସେହି ପରିପେକ୍ଷି ରେ ଆଜି ବଲାଙ୍ଗୀର ଜିଲ୍ଲା ଛାତ୍ର
କଂଗ୍ରେସ କମିଟି ତରଫରୁ ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କ ଅଫିସ ଘେରାଉ କରିଥିଲେ ଓ ଅଭିଯୁକ୍ତ ବିଜେଡ଼ି କର୍ମି ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେଠାରେ ପୋଲିସ ଅଧିକାରୀ ଥାଇ ମଧ୍ୟ ଏସବୁ ଘଟଣା ଘଟି ଗଲା ଓ ସେମାନେ ସେଠାରେ ନିରବଦଷ୍ଟା ସାଜି ବିଜେଡ଼ି ଦଳ ଅଘୋଷିତ କର୍ମି ଭାବରେ କାମ କରୁଥିଲେ
ସେମାନଙ୍କ ବିରୁଦ୍ଧରେ ମଧ୍ୟ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।ନହେଲେ ଜନ ସାଧାରଣ ପୋଲିସ ପ୍ରଶାସନ ଉପରେ ଆଉ ଭରସା କରିପାରିବେନି। ନଚେତ ଆଗାମୀ ଦିନରେ ଭୟା ଭହ ଆନ୍ଦୋଳନ କରିବ ଛାତ୍ର କଂଗ୍ରେସ ଵୋଲି ଦୃଢ଼ତା ସହ କର୍ମୀ ମାନେ ପ୍ରକାଶ କରିଛନ୍ତି।
(ବଲାଙ୍ଗୀର ଜିଲ୍ଲା ରୁ ଅନ୍ତର୍ୟାମୀ ସାହୁଙ୍କ ରିପୋର୍ଟ)