-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ରେ ପ୍ରଥମ ଥର ଉଦଘାଟନ ହେଲା ମେଗା କପା ଜିନିଂ ଇଣ୍ଡଷ୍ଟ୍ରି - ଶିକ୍ଷିତ ବେକାର ଯୁବକ ଯୁବତୀ ଙ୍କ ପାଇଁ କର୍ମ ନିଯୁକ୍ତି ର ସୁଯୋଗ ଆଣିଲା

12-Nov-2021



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ)  ସୁବର୍ଣ୍ଣପୁର ଜ଼ିଲ୍ଲା କଳା ପଥର ପଞ୍ଚାୟତ ଠାରେ  ଆଜି ପ୍ରଥମ ଥର ପାଇଁ ଚନ୍ଦ୍ରିକା ଏଣ୍ଟରପ୍ରାଇଜେସ କମ୍ପାନୀ ଅଗ୍ରୱାଲ ବ୍ରଦର୍ସ ମନୋଜ  ଓ  ବଣ୍ଟୁଙ୍କ ପକ୍ଷରୁ  ଆୟୋଜିତ ହୋଇଥିବା ଏକ ମେଗା କପା ଇଣ୍ଡଷ୍ଟ୍ରି ର ଶୁଭ ଉଦଘାଟନ  କଲେ ସୁବର୍ଣ୍ଣପୁର ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ l ସମ୍ମାନିତ ଅତିଥି ଭାବେ ଷ୍ଟେଟ ବ୍ୟାଙ୍କ ରିଜିଓନାଲ ମ୍ୟାନେଜର ମାନସ ରଞ୍ଜନ ପଧାନ, ବୀରମହାରାଜପୁର ଉପଜ଼ିଲ୍ଲାପାଳ ଅଶୋକ କୁମାର ଭୋଇ, ସୁବର୍ଣ୍ଣପୁର କୃଷି ଉପ ନିର୍ଦ୍ଧେଶକ ପି, କେ ପଟ୍ଟନାୟକ, ଜ଼ିଲ୍ଲା  ଶିଳ୍ପ କେନ୍ଦ୍ର ଅଧିକାରୀ ବଳ ଭଦ୍ର ନାଏକ ଯୋଗ ଦେଇ ଆୟୋଜକ ଓ କପା ଚାଷୀଙ୍କୁ ଉତ୍ସାହିତ କରି ଥିଲେ l  ଜ଼ିଲ୍ଲା

ରେ ଅଧିକ  କପା ଚାଷ ଓ  ଚାଷୀ  ଥିବା ସତ୍ୱେ ଏହାର ଗୋଟାଏ  ଜିନିଙ୍ଗ ଇଣ୍ଡଷ୍ଟ୍ରି (ଶିଳ୍ପାନୁଷ୍ଠାନ) ନ ଥିବା ରୁ  କପାର ଅଭାବୀ ବିକ୍ରି ଭଳି ଏକ ବଡ଼ ସମସ୍ୟାକୁ ସମ୍ପୂର୍ଣ ଦୂର କରିବାର  ଏକ ମାଧ୍ୟମ  ପାଲଟିବ,  ଉଭୟ ଜ଼ିଲ୍ଲାର  ଦୁଇ ହଜାର ଚାଷୀ ପରିବାର ଉପକୃତ ହେବେ, ଶିଳ୍ପ ର ବିକାଶ ଘଟିବ ଓ କପା ଚାଷୀଙ୍କ ଆଶା, ଆତ୍ମ ବିଶ୍ୱାସ  ବଢାଇବ  ଏହି  ଚନ୍ଦ୍ରିକା ଏଣ୍ଟରପ୍ରାଇଜେସ ବୋଲି  ସମସ୍ତ ଅତିଥି ମତ ରଖିଥିଲେ l ଏବଂ  ଉଭୟ ଜ଼ିଲ୍ଲା  ର ଶହ ଶହ ଶିକ୍ଷିତ ବେକାର ଯୁବକ ଯୁବତୀ ଙ୍କ ପାଇଁ  ଏହି  କପା ଜିନିଙ୍ଗ ଇଣ୍ଡଷ୍ଟ୍ରି  କର୍ମ ନିଯୁକ୍ତି ର ସୁଯୋଗ ଆଣିବ ବୋଲି ମଧ୍ୟ ଅତିଥି ମାନେ ମତ  ରଖି  ସିଂଘଲ ପରିବାର ର  ଯୁବ ଉଦ୍ୟୋଗୀ ଅଗ୍ରୱାଲ ବ୍ରଦର୍ସ  ମନୋଜ ଓ ବଣ୍ଟୁ ଙ୍କ   ୨୬ ଟି ମେସିନ ଥିବା   ଏଇ  ମେଗା ପ୍ଲାଣ୍ଟ ବା ପ୍ରୋଜେକ୍ଟ ନିର୍ମାଣ ଭଳି  ଏକ ଦୁଃସାହାସିକ  ଓ  ଅଭିନଵ ପ୍ରୟାସକୁ ଓ ବରଗଡ ଷ୍ଟେଟ ବ୍ୟାଙ୍କର  ପର୍ଯ୍ୟାପ୍ତ ଫାଇନାନ୍ସ ସହାୟତା କୁ ସାଧୁବାଦ ଜଣାଇ ଭୁୟସୀ ପ୍ରଶଂସା କରିଥିଲେ l ଏହି  ମେଗା ପ୍ରୋଜେକ୍ଟ ର ଉଦ୍ଘାଟନୀ ଉତ୍ସଵ ରେ  ସଂଗୀତକାର କୃଷ୍ଣ ଚନ୍ଦ୍ର ପଣ୍ଡା ଓ କଳାକାର ଟିମ ଙ୍କ ଦ୍ୱାରା ୧୦୮ ହନୁମାନ ଚାଳିଶା ପଠନ କରାଯାଇ ଏଠାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯଇଥିଲା l ଆୟୋଜକ ସିଂଘଲ ପରିବାରର ମୁଖ୍ୟ ସଦସ୍ୟ ତଥା ସୁବର୍ଣ୍ଣପୁର ବଲାଙ୍ଗୀର ଜ଼ିଲ୍ଲା ର ବିଶିଷ୍ଟ ବ୍ୟବସାୟୀ ଶ୍ରୀ ଛତ୍ରଧାରୀ ଅଗ୍ରୱାଲଙ୍କ  ପ୍ରତ୍ୟକ୍ଷ ତତ୍ୱାବଧାନ ରେ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରାଯାଇଥିବା ବେଳେ  ଏହି କାର୍ଯ୍ୟକ୍ରମ ରେ 

ସ୍ଵଛ ଭାରତ ସଭାପତି ଲଷ୍ମୀ ନାରାୟଣ ମେହେର, ଚାଟେର୍ଡ ଏକାଉଣ୍ଟଟେଣ୍ଡ ସତେନ୍ଦ୍ର ପାଢ଼ୀ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ଶତପଥୀ, ଖଲିଆପାଲି ସରପଞ୍ଚ ରଘୁନାଥ ଅଗ୍ରୱାଲ, ଚାଷୀ ନେତା ସର୍ଜନ ପଣ୍ଡା ଙ୍କ ସମେତ ସହର ତଥା ଜ଼ିଲ୍ଲା ର  ବହୁ  ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ  ଓ  ମାରୱାଡି ଯୁବମଞ୍ଚ ର ସମସ୍ତ କର୍ମକର୍ତ୍ତା  ଯୋଗ ଦେଇଥିଲେ l  ଗତ କାଲି ଠାରୁ ଏହି ଇଣ୍ଡଷ୍ଟ୍ରି ରେ ଚାଷୀ ଙ୍କ ଠାରୁ କପା କିଣା ଆରମ୍ଭ କରାଯାଇଥିବା ଓ କଟନ ତିଆରି ପ୍ରକ୍ରିୟା  ମଧ୍ୟ ଆରମ୍ଭ ହୋଇଥିବା ଜଣାଯାଇଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026

You Might Also Like