-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
12-Nov-2021
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ଅନ୍ତର୍ଗତ ଗଣଶଙ୍କର ଡୁଙ୍ଗୁରିପାଲି ଠାରେ ଶୁଭମ ପଧାନ(୧୪), ପିତା-ଗୋପାଳ ପଧାନ ନାମକ ବାଳକ ଗତ ୮.୧୧.୨୦୨୧ ଦିନ ଠାରୁ ଘରୁ ନିଖୋଜ ଅଛନ୍ତି l ଶୁଭମଙ୍କ ନିଖୋଜ ଯୋଗୁଁ ପରିବାରର ଲୋକେ ଦୁଃଖରେ ଭାଙ୍ଗିପଡିଚନ୍ତି, ଜଦି ସ ହୃଦୟ ବ୍ୟକ୍ତି ଏହି ବାଳକକୁ ଦେଖିଲେ କିମ୍ବା ନଜରକୁ ଆସିଲେ ଦୟାକରି ଏହି ନମ୍ବରରେ ୯୫୫୬୨୫୯୨୭, ୮୯୧୭୫୦୩୭୫୦ ରେ ଯୋଗାଯୋଗ କରନ୍ତୁ l