-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
11-Nov-2021
ଢେଙ୍କାନାଳ(ରିପୋଟର -ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚାଉଳିଆ ଗ୍ରାମର ପ୍ରଫୁଲ ପ୍ରଧାନଙ୍କ ପୁଅ ପ୍ରଦୀପ ( ୨୫)ସେହି ଗ୍ରାମର ଟିବି ଷେଣ୍ଢ ଙ୍କ ଝିଅ ରେଖା ଷେଣ୍ଢ (୧୯)ଙ୍କୁ ଗତ ଦେଢ଼ ବର୍ଷ ତଳେ ପ୍ରେମ ବିବାହ କରିଥିଲେ, ପ୍ରଦୀପ ସେଟରିଙ୍ଗ କାମକରି ନିଜ ପରିବାର ପ୍ରତିପୋଷଣ କରୁଥିଲେ, ବିବlଘର ପରେ, ରେଖାଙ୍କ ଚରିତ୍ର
କୁନେଇ ସ୍ୱାମୀ ଆଙ୍ଗୁଳି ଉଠାଇ ପ୍ରଦୀପ ମାରପିଟ କରୁଥିଲେ, ହେଲେ ଗତକାଲି ଅପରାହ୍ନ ସମୟ ୪ଟାରେ ପ୍ରଦୀପ ମଦ୍ୟପ ଅବସ୍ଥାରେ ଆସି ରେଖାଙ୍କ ସହ ଝଗଡା କରି ଏକ କାଠ ଫାଳିଆରେ ପିଟି ପିଟି ମାରିଦେଇଥିବାର ଅଭିଯୋଗ କରିଛନ୍ତି, ରେଖାଙ୍କ ପରିବାର, ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି, ପୋଲିସ ଅଭିଯୋଗକୁ ର୍ତ୍ତିତି କରୀ ସ୍ୱାମୀ ପ୍ରଦୀପକୁ ଆଜି ସକାଳୁ ଗିରଫ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି,