-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
05-Nov-2020
କଟକ, (ଦୀପକ କୁମାର ଷଡଙ୍ଗୀ) ସାଲେପୁର ଥାନାରାଇସୁଙ୍ଗୁଡା କୁସମ୍ବି ୬ ନମ୍ବର କେନାଲ ରେ ସ୍ଥାନୀୟ ଅଞ୍ଚଳର ସୁବ୍ରତ ଶତପଥି ଧୋଇ ହେବାକୁ ଯାଇ ଥିବାବେଳେ ଗୋଡ ଖସି ଯାଇ ଭାସି ଯାଇଥିଲେ । ପରେ ସ୍ଥାନୀୟ ଯୁବକ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମାନଙ୍କ ଦ୍ୱାରା ସୁବ୍ରତ ଙ୍କ ମୃତ ଦେହ ଉଦ୍ଧାର କରା ଯାଇଛି । ପ୍ରକାଶଯୋଗ୍ୟ ଯେ ସୁବ୍ରତ ସ୍ଥାନୀୟ କୁସମ୍ବି ବଜାର ରେ ଏକ ଫାଷ୍ଟ ଫୁଡ୍ ବ୍ୟବସାୟ କରି ଚଳି ଆସୁଥିଲେ। ତାଙ୍କର ଏଭଳି ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।