-+91-9937148622 |
prerana_bgr@rediffmail.com |
Friday 10th July 2026 |
R.N.I. Regd No. ODIODI/2010/46693
Breaking News
09-Nov-2021
ବିଜେପୁର/ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) :-ମାନବସେବା ହିଁ ମାଧବସେବା
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସମାଜ ସେବା କାର୍ଯ୍ୟକ୍ରମ ଅସହାୟ ଙ୍କୁ ସହାୟ ଉଦ୍ଦେଶ୍ୟରେ ମାନ୍ୟବର ଗ୍ରାମ୍ୟଉନ୍ନୟନ ଓ ଶ୍ରମମନ୍ତ୍ରୀ ଶ୍ରୀ ଯୁକ୍ତ ସୁଶାନ୍ତ ସିଂହ ଏବଂ ସ୍ଥାନୀୟ ବିଧାୟିକା ଶ୍ରୀମତୀ ରିତା ସାହୁଙ୍କ ପରାମର୍ଶକ୍ରମେ ଆଜି ବିଜେପୁର ନିର୍ବାଚନ ମଣ୍ଡଳୀ
ସମଲେଇପଦର ସ୍ଥିତ ପାର୍ବତୀ ଗିରୀ ଅନାଥ ବୃଦ୍ଧାଶ୍ରମ ରେ ବିଜୁ ଯୁବ ଜନତାଦଳ ବରଗଡ ଜିଲ୍ଲା ର ସଭାପତି ଶ୍ରୀ ପ୍ରଦୁମ୍ନ କୁମାର ତ୍ରିପାଠୀ ଙ୍କ ତତ୍ତ୍ଵାବଧାନରେ ଶୀତବସ୍ତ୍ର ପ୍ରଦାନ
କରାଗଲା। ଏହି କାର୍ଯ୍ୟକ୍ରମ ସମୟରେ ବରପାଲି ଅଞ୍ଚଳ ର ସମାଜସେବୀ ତଥା ବିଜୁ ଯୁବ ଜନତା ଦଳ ବରପାଲି ର ଡିଜିଟାଲ ସେକ୍ରେଟାରୀ ସୁଜିତ ଗଡତିଆ ଉପସ୍ଥିତ ଥିଲେ l