-+91-9937148622 |
prerana_bgr@rediffmail.com |
Friday 10th July 2026 |
R.N.I. Regd No. ODIODI/2010/46693
Breaking News
09-Nov-2021
ଢେଙ୍କାନାଳ(ତାପସ ଦାସ) -ମମିତା ମେହେର ହତ୍ୟା ଘଟଣା ରେ ତାତି କମିବାର ନାଁ ନେଉନାହିଁ l ଢେଙ୍କାନାଳ ଜିଲ୍ଲା ବିଜେପି ମଧ୍ୟ ବିଭିନ୍ନ ଉପାୟରେ ପ୍ରତିବାଦ ଜାରି ରଖିଛି l ଢେଙ୍କାନାଳ ଜିଲ୍ଲାର ସମସ୍ତ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ବିଜେପି ବିକ୍ଷୋପ ପଦର୍ଶନ କରିଛି l ଏଥିରେ କୃଷ୍ଣ ଚନ୍ଦ୍ର ପାତ୍ର, ମହିମା ମଣ୍ଡଳ, ପର୍ତୁଶ ହରି ପ୍ରଧାନ, ପ୍ରଦୀପ ଦାସ ଙ୍କ ସମେତ ବିଜେପି ର ଶତାଧିକ କର୍ମୀ ଯୋଗ ଦେଇଥିଲେ,