-+91-9937148622 |
prerana_bgr@rediffmail.com |
Friday 10th July 2026 |
R.N.I. Regd No. ODIODI/2010/46693
Breaking News
08-Nov-2021
କପିଳାଶ ଢେଙ୍କାନାଳ(ରିପୋଟର -ତାପସ ଦାସ) କପିଳାସକୁ ଆସିଲା ନୂଆ ଅତିଥି l ସୂଚନା ଅନୁଯାଇ, ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ବାଲିଯେରେଙ୍ଗ ଅଞ୍ଚଳରୁ ଏକ ୭ ମାସର ପୁରୁଷ ହାତୀ ଛୁଆ ଉଦ୍ଧାର, ଉଦ୍ଧାର ପରେ ଡାକ୍ତରି ଟିମ ଯାଞ୍ଚ ପରେ କପିଳାଶ ହାତୀ ଉଦ୍ଧାର କେନ୍ଦ୍ରକୁ ସ୍ଥାନାନ୍ତର ହାତୀ ଛୁଆଟି ୨୯ ଅକଟୋମ୍ବର ଦିନ ଉଦ୍ଧାର ହୋଇଥିବା ସୂଚନା ଦେଲେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ