-+91-9937148622 |

prerana_bgr@rediffmail.com |

  Friday 17th July 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଘରିଆ ଜ୍ଯୋତି ଚତୁର୍ବିଂଶ ସଂସ୍କରଣ ଉନ୍ମୋଚନ    (16-Jul-2026)       ||      ବିଶ୍ଵର ସବୁଠାରୁ କ୍ଷୁଦ୍ର, ଛୋଟ,କୁନି ରଥ    (16-Jul-2026)       ||      ପୁରୀ ରଥଯାତ୍ରାରେ ସାମିଲ ହେଲେ ରାଜ୍ୟପାଳ   (16-Jul-2026)       ||      କଟକରେ ବିଭିନ୍ନ ସ୍ଥାନମାନଙ୍କରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ରାଣୀହାଟଠାରେ ଛେରା ପହଁରା କରିଲେ ଜିଲ୍ଲାପାଳ   (16-Jul-2026)       ||      କଟାପାଲି ଡିଗ୍ରୀ ମହାବିଦ୍ୟାଳୟ ରେ ଶକ୍ତି ଶ୍ରୀ କାର୍ଯ୍ୟକ୍ରମ   (16-Jul-2026)       ||      *ଡାବୁଗାଁ ରେ ପାଳିତ ହେଲା ଜଗନ୍ନାଥ ରଥଯାତ୍ରା*   (16-Jul-2026)       ||      ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନ ସାମିଲ   (16-Jul-2026)       ||      *ଆର୍ ଏମ୍ ଡିଜିଟାଲ ଟିଭି ଉନ୍ମୋଚିତ*-   (16-Jul-2026)       ||      ଦିଗଶିରା ହାଇସ୍କୁଲରେ ନୂତନ ପରିଚାଳନା କମିଟି ଗଠିତ   (16-Jul-2026)       ||      ଲୋଇସିଂହା ଠାରେ ବିଜେପି 34 ନମ୍ବର ଜୋନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ l    (16-Jul-2026)       ||      ଉତ୍କଳମଣି ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ   (15-Jul-2026)       ||      ଗଜବନ୍ଧରେ ମଦ ମୃତ୍ୟୁ ! ଦୁଇ ଭାଇଙ୍କ ମୃତ୍ୟୁ   (15-Jul-2026)       ||      ନୂଆପଡ଼ା ଜିଲ୍ଲା ବର୍ଷୀୟାନ ଜନନାୟକ ସ୍ୱର୍ଗୀୟ ଘାସିରାମ ମାଝୀଙ୍କ ଜନ୍ମ ଜୟନ୍ତୀ ପାଳିତ   (15-Jul-2026)       ||      *ଜିଲ୍ଲା ସ୍ତରୀୟ ବିଶ୍ୱ ଜନ ସଂଖ୍ୟା ଦିବସ ପାଳିତ* -   (15-Jul-2026)       ||      ତେନ୍ତୁଳିଖୁଣ୍ଟି ବିଦ୍ୟାଳୟରେ ପରିଚାଳନା କମିଟି ଗଠନ   (15-Jul-2026)       ||      ଜନ୍ମଦିନରେ ସମର୍ଥକ କଲେ ରକ୍ତଦାନ ଶିବିର, ନେତା କଲେ ରୋଗୀଙ୍କୁ ଫଳ ବଣ୍ଟନ।   (15-Jul-2026)       ||      *ନବରଙ୍ଗପୁର ଜିଲ୍ଲା ରେ ସାମ୍ବାଦିକ ପରିଚୟ ଦେଇ ଚାନ୍ଦା ଆଦାୟ ଅଭିଯୋଗ*   (15-Jul-2026)       ||      ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ, ପାରମ୍ପରିକ ଲୋକକଳା ପ୍ରଦର୍ଶନ, ସିଧା ପ୍ରସାରଣ ତଥା ଏଲଇଡି ସ୍କ୍ରିନ/ଡିସପ୍ଲେ ମାଧ୍ୟମରେ ଅଧିକରୁ ଅଧିକସଂଖ୍ୟକ ଜଗନ୍ନାଥପ୍ରେମୀଙ୍କ ନିକଟରେ ପହଞ୍ଚିବା ଉପରେ ଗୁରୁତ୍ୱାରୋପ   (15-Jul-2026)       ||      *କୁକୁଡ଼ା ଗାଲିରେ ଚଢ଼ଉ..୧୦ ବାଇକ୍ ଜବତ, ୬ ଗିରଫ*   (15-Jul-2026)       ||      ଜଗନ୍ନାଥଙ୍କ ନେତ୍ରୋସବ ଓ ନବଜୀବନ ଦର୍ଶନ   (15-Jul-2026)       ||     

HOME   ଜିଲ୍ଲା

ପଦ୍ମପୁର ଉପଜିଲ୍ଲାପାଳ ଆଗରେ ଅଭିଯୋଗ କରିବାପାଇଁ ସଜବାଜ

06-Nov-2021



ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) -ବରଗଡ଼ ଜିଲ୍ଲା ସ୍ଥିତ ବିଭିନ୍ନ ଆର୍ଥିକ ସଂସ୍ଥାରେ ଲୋକେ ଟଙ୍କା ଜମାକରି ବ୍ୟାପକ ଭାବେ ଠକାମୀ ର ଶିକାର ହୋଇଥିବା ପରିପ୍ରେକ୍ଷୀରେ "ଆର୍ଥିକ ସଂସ୍ଥା ମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତ ଜମାକାରୀ ମଞ୍ଚ ଶାଖା ପଦ୍ମପୁର" ସଂଗଠନ ର ସଭାପତି ଦେବରାଜ ବେହେରା, ସଂପାଦକ ସୁଦାମ ବେହେରା, ଯୋଗେଶ୍ୱର ମେହେର,ଦିପକ ମେହେର, ଡମ୍ବରୁଧର ସାହା, ସୁଶାନ୍ତ ମହାପାତ୍ର ପ୍ରମୁଖ ପଦ୍ମପୁର ଉପଜିଲ୍ଲାପାଳ ଙ୍କୁ ଲିଖିତ ଭାବେ ଜଣାଇଛନ୍ତି  l ତାଙ୍କ ଅଭିଯୋଗ ଏହିକି,ଅତିଶିଘ୍ର ବିଭିନ୍ନ ଆର୍ଥିକ ସଂସ୍ଥାରେ ଟଙ୍କା ଜମା କରିଥିବା ବ୍ୟକ୍ତି ବିଶେଷ ଙ୍କୁ ଚିହ୍ନଟ କରି, ଜମାକାରୀ ମାନେ କେମିତି ଟଙ୍କା ଫେରସ୍ତ ପାଇପାରିବେ ସେ ନେଇ ଆସନ୍ତା ତା ୧୦.୧୧.୨୦୨୧ ଦିନ ସ୍ଥାନୀୟ ଗୋରୁ ବଜାର ପଡିଆ ଠାରୁ ଏକ ରାଲି ବାହାରି ଉପଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ହଜାର ସଂଖ୍ୟାରେ ଲୋକ ମିଶି ଦାବି ପତ୍ର ପ୍ରଦାନ କରାଯିବ ବୋଲି ଭାରପ୍ରାପ୍ତ ଥାନା ଅଧିକାରୀ ଙ୍କୁ ଜଣେଇଦିଇଛନ୍ତି


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଘରିଆ ଜ୍ଯୋତି ଚତୁର୍ବିଂଶ ସଂସ୍କରଣ ଉନ୍ମୋଚନ   16-Jul-2026
  ଜିଲ୍ଲା  
ବିଶ୍ଵର ସବୁଠାରୁ କ୍ଷୁଦ୍ର, ଛୋଟ,କୁନି ରଥ   16-Jul-2026
  ଜିଲ୍ଲା  
ପୁରୀ ରଥଯାତ୍ରାରେ ସାମିଲ ହେଲେ ରାଜ୍ୟପାଳ   16-Jul-2026
  ଜିଲ୍ଲା  
କଟକରେ ବିଭିନ୍ନ ସ୍ଥାନମାନଙ୍କରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ରାଣୀହାଟଠାରେ ଛେରା ପହଁରା କରିଲେ ଜିଲ୍ଲାପାଳ   16-Jul-2026
  ଜିଲ୍ଲା  
କଟାପାଲି ଡିଗ୍ରୀ ମହାବିଦ୍ୟାଳୟ ରେ ଶକ୍ତି ଶ୍ରୀ କାର୍ଯ୍ୟକ୍ରମ   16-Jul-2026
  ଜିଲ୍ଲା  
*ଡାବୁଗାଁ ରେ ପାଳିତ ହେଲା ଜଗନ୍ନାଥ ରଥଯାତ୍ରା*   16-Jul-2026
  ଜିଲ୍ଲା  
ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନ ସାମିଲ   16-Jul-2026
  ଜିଲ୍ଲା  
*ଆର୍ ଏମ୍ ଡିଜିଟାଲ ଟିଭି ଉନ୍ମୋଚିତ*-   16-Jul-2026
  ଜିଲ୍ଲା  
ଦିଗଶିରା ହାଇସ୍କୁଲରେ ନୂତନ ପରିଚାଳନା କମିଟି ଗଠିତ   16-Jul-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି 34 ନମ୍ବର ଜୋନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ l   16-Jul-2026
  ଜିଲ୍ଲା  
ଉତ୍କଳମଣି ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ   15-Jul-2026
  ଜିଲ୍ଲା  
ଗଜବନ୍ଧରେ ମଦ ମୃତ୍ୟୁ ! ଦୁଇ ଭାଇଙ୍କ ମୃତ୍ୟୁ   15-Jul-2026

You Might Also Like