-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ମିସ ଟିନ ଇଣ୍ଡିଆ ଆଇରନ ଗର୍ଲ ସବଟାଇଟଲ ବିଜେତା ହେଲେ, ସୋନପୁର ମୋଡେଲ ଡିଗ୍ରୀ କଲେଜ ର ଗୌରବ ବଢ଼ାଇଲେ ତନିଷା

06-Nov-2021



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) ନୂଆଁଦିଲ୍ଲୀ ସ୍ଥିତ ପାମଗ୍ରୀନ ପଞ୍ଚତାରକା ହୋଟେଲ ରେ ଅକ୍ଟୋବର ୨୯ ତାରିଖରେ  ଅନୁଷ୍ଠିତ ମିଷ୍ଟର ଏବଂ ମିସ ଟିନ ଇଣ୍ଡିଆ ୨୦୨୧ ପ୍ରତିଯୋଗିତାରେ  ସୋନପୁର ମୋଡେଲ ଡିଗ୍ରୀ କଲେଜର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ  ତଥା ବୌଦ୍ଧ ଜିଲ୍ଲା ମନମୁଣ୍ଡା ର ଝିଅ ତନିଶା ଅଗ୍ରୱାଲ (୧୭) ମିସ ଟିନ ଇଣ୍ଡିଆ ଆଇରନ ଗର୍ଲ  ୨୦୨୧ ସବ- ଟାଇଟଲ ବିଜେତା ହୋଇଛନ୍ତି।ଏଲି କ୍ଲବ ମିସ ଟିନ ଇଣ୍ଡିଆ ଆଇରନ ଗର୍ଲ ୨୦୨୧ ଆୱାର୍ଡ ୟୁବିକା ଚୌଧୀରି  ତରଫରୁ ଆୟୋଜିତ ଏହି  ନେସେନାଲ ଲେବେଲ ପ୍ରତିଯୋଗିତା ପାଇଁ  ଫାଷ୍ଟ  ରାଉଣ୍ଡରେ ଦେଶସାରା ୧୨ ଟି ସିଟି ରେ ଅଡିସନ ହୋଇଥିଲା l ଭୁବନେଶ୍ୱର ରେ ଅନୁଷ୍ଠିତ ଏହି ଅଡିସନରେ ହଜାର ହଜାର ଝିଅ ମାନଙ୍କ ମଧ୍ୟରୁ ତନିଶା ମନୋନୀତ ହୋଇ ଦିଲ୍ଲୀ ସ୍ଥିତ ରେଡିଏସନ ବ୍ଲୁ ହୋଟେଲରେ ଅନୁଷ୍ଠିତ ଦ୍ଵିତୀୟ ରାଉଣ୍ଡକୁ ଯାଇଥିଲେ ଏବଂ ସେଠା ରୁ ୩୫୦ ଜଣ  ପ୍ରତିଯୋଗୀଙ୍କ ମଧ୍ୟରୁ  ଫାଇନାଲ ରେ  ୫୭ ଜଣ ଝିଅଙ୍କୁ ମନୋନୀତ କରାଯାଇଥିଲା। ଏହି ଫିନାଲେ ପ୍ରତିଯୋଗିତାରେ ସୋନପୁର ମୋଡେଲ ଡିଗ୍ରୀ କଲେଜର 

ଯୁକ୍ତ  ତିନି କଳା ପ୍ରଥମ ବର୍ଷ ରେ ପଢ଼ୁଥିବା ତନିଶା ଅଗ୍ରୱାଲ ଭାଗ ନେଇ ମିସ ଟିନ ଇଣ୍ଡିଆ ସବ- ଟାଇଟଲ ବିଜେତା ପୁରସ୍କାର ପାଇ   ନିଜ କଲେଜ ଓ ନିଜ ଗ୍ରାମ ମନମୁଣ୍ଡା ତଥା  ସୁବର୍ଣ୍ଣପୁର ବୌଦ୍ଧ ଉଭୟ ଜିଲ୍ଲା  ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ତନୁଷା ଙ୍କ ସମେତ  ଫାଇନାଲ ରାଉଣ୍ଡ ରେ  ଓଡିଶା ର ତିନି ଜଣ ଏ ପୁରସ୍କାର ପାଇଛନ୍ତି l ଆୱାର୍ଡ ପାଇ  ଘର କୁ ଫେରିବା ପରେ  ମନମୁଣ୍ଡା  ସୋନପୁର ରେ ଖୁସିର ଲହରୀ ଖେଳି ଯାଇଛି ଓ  ତାଙ୍କ ସହପାଠୀ ,ବନ୍ଧୁବାନ୍ଧବ, ସ୍ତାନୀୟବାସିନ୍ଦା ତନିଶା କୁ ଶୁଭେଚ୍ଛା  ଜ୍ଞାପନ କରିବା ସହିତ  ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡା  ର  ସଭାପତି  ଲକ୍ଷ୍ମୀ ନାରାୟଣ ମେହେର , ଉପଦେଷ୍ଟା  ସୟଦ ଇସଲାମ, ଉପ ସଭା ନେତ୍ରୀ ଇନ୍ଦୁମତୀ ପୁରୋହିତ  ଙ୍କ ସମେତ  ସମସ୍ତ କର୍ମକର୍ତ୍ତା ଅଭିନନ୍ଦନ ଜଣାଇଛନ୍ତି l  ପ୍ରକାଶ ଥାଉ କି ଯେ  ତନିଷା  ସୋନପୁର ରେ ଅନେକ ସମ୍ବଲପୁରୀ ଫେସନ ସୋ ରେ ଭାଗ ନେବା ସହିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରତି ବର୍ଷ ବାର୍ଷିକଉତ୍ସବ ରେ ନିଜେ ଖୁବ ଆକର୍ଷଣୀୟ ଦାଣ୍ଡିଆ ନାଚ ପ୍ରଦର୍ଶନ କରିବା ସହ  ଛାତ୍ରୀ ମାନଙ୍କୁ ଦାଣ୍ଡିଆ ନାଚ ପ୍ରଶିକ୍ଷଣ  ଦେଉଥିଲେ l ଓ ସେ ଏ ସ୍କୁଲ ରେ ଓଡିଶୀ ନୃତ୍ୟ ପରିବେଷଣ  କରିବା ସହ  ସୋନପୁର ରାଜ କଲେଜ ରେ ବିଭିନ୍ନ ଉତ୍ସଵ ରେ ସୁନ୍ଦର ଆଙ୍କରିଂ କରି ଖୁବ ନାଁ କରିଥିବା ଜଣାଯାଇଛି l  ୨୦୨୦ ଫେମିନା ମିସ ଇଣ୍ଡିଆ ରେ ଭାଗ ନେଇ  ସେକେଣ୍ଡ ରାଉଣ୍ଡକୁ  ପହଂଚି  ତନିଷା  କୋଭିଡ ର ପରିସ୍ଥିତି ପାଇଁ  ଆଉ ଆଗକୁ  ଯାଇ ପାରି ନ ଥିଲେ  ଏବଂ  ମିସ ଇଣ୍ଡିଆ କୁଇନ ଅଫ ଦି ହାର୍ଟ  ପ୍ରତିଯୋଗୀତା ରେ  ଦିଲ୍ଲୀ ରେ ପୂର୍ବରୁ ଭାଗ ନେଇ  ଟପ - 5 ସ୍ଥାନ କୁ ପହଂଚି  ପୁରସ୍କୃତ ହୋଇଥିଲେ l ଏ ସବୁ ସାଧନା ଭିତରେ କିଛି କିଛି  ସମୟ ବାହାର କରି  ବାପାଙ୍କ  ବ୍ୟସ୍ତ ବହୁଳ ବଡ଼ ବ୍ୟବସାୟରେ  ମଧ୍ୟ  ସହଯୋଗ କରନ୍ତି  ତନିଷା l  ତନିଶା ମନମୁଣ୍ଡା ର ବିଶିଷ୍ଟ ବ୍ୟବସାୟୀ ତଥା  ସ୍ୱଚ୍ଛ ଭାରତ ସଂଗଠନ  ସୋନପୁର -ମନମୁଣ୍ଡା ର ଉପଦେଷ୍ଟା ରାମଚନ୍ଦ୍ର ଅଗ୍ରୱାଲ  ଓ  ରୀନା ଅଗ୍ରବାଲଙ୍କ  କନିଷ୍ଠ ଝିଅ ଅଟନ୍ତି। ସ୍ମାର୍ଟ ଗର୍ଲ ମିସ ତନିଷା  ଏ ସବୁ ସଫଳତା ର ଶ୍ରେୟ  ଗୁରୁଜୀ ସଞ୍ଜୟ ସାହୁ,  ବାପା ମା ଭାଇ ଭଉଣୀ ଓ ଗୁରୁଜନଙ୍କୁ ଦେଇଛନ୍ତି ଓ ସମସ୍ତ ଶୁଭେଛୁଙ୍କୁ କୃତଜ୍ଞତା ଜଣାଇ ଆହୁରି ପ୍ରେରଣl ଓ ଆଶୀର୍ବାଦ ମାଗିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like