-+91-9937148622 |
prerana_bgr@rediffmail.com |
Friday 31st July 2026 |
R.N.I. Regd No. ODIODI/2010/46693
Breaking News
01-Nov-2021
ବଲାଙ୍ଗୀର(ପ୍ରେରଣା ଖବର) ;- ବଲାଙ୍ଗୀର ଲୋଇସିଂହା ଫରେଷ୍ଟ ରେଞ୍ଜ କଦଳୀପାଳି ଠାରୁ ବିପୁଳ ପରିମାଣର ଗଞ୍ଜେଇ ଜେଇ ଜବତ । ବନବିଭାଗ ପେଟ୍ରୋଲିଂ ସମୟରେ ଜବତ । ବୋଲେରୋ ପିକଅଫ ଗାଡି ସହ ଜଣେ ଗିରଫ । ଜବତ କଲା ବନ ବିଭାଗର ସ୍ୱତନ୍ତ୍ର ଟିମ ।