-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
04-Nov-2020
ଚଳିତ ମାସରେ ଖୋଲିବ ସ୍କୁଲ୍। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ନବମରୁ ଦ୍ୱାଦଶ ଯାଏ ସମ୍ପୂର୍ଣ୍ଣ କ୍ଲାସ ହେବ!! ରାଜ୍ୟରେ ଚଳିତ ମାସରେ ଖୋଲିବ ସ୍କୁଲ, ‘୩୦% ପାଠ୍ୟକ୍ରମ ହ୍ରାସ ହୋଇଛି, ଆଉ ଅଧିକ ହ୍ରାସ ହେବ ନାହିଁ’,‘ବାକି 70 ପ୍ରତିଶତ ପାଠ୍ୟକ୍ରମ ପାଇଁ ନୂଆ କାଲେଣ୍ଡର ପ୍ରସ୍ତୁତ ହେବ’,‘ନବମରୁ ଦ୍ବାଦଶ ଯାଏ ସମ୍ପୂର୍ଣ୍ଣ କ୍ଲାସ୍ ହେବ’,‘ସ୍କୁଲ ଛାଡ଼ିବା ପାଇଁ ଅଭିଭାବକ ରାଜି ନ ହେଲେ, ଅନଲାଇନ ହେବ ପାଠପଢ଼ା’ : ସମୀର ଦାଶ!!* ଚଳିତ ମାସରେ ଖୋଲିବ ସ୍କୁଲ, ‘୩୦% ପାଠ୍ୟକ୍ରମ ହ୍ରାସ ହୋଇଛି, ଆଉ ଅଧିକ ହ୍ରାସ ହେବ ନାହିଁ’,‘ବାକି 70 ପ୍ରତିଶତ ପାଠ୍ୟକ୍ରମ ପାଇଁ ନୂଆ କାଲେଣ୍ଡର ପ୍ରସ୍ତୁତ ହେବ’,‘ନବମରୁ ଦ୍ବାଦଶ ଯାଏ ସମ୍ପୂର୍ଣ୍ଣ କ୍ଲାସ୍ ହେବ’,‘ସ୍କୁଲ ଛାଡ଼ିବା ପାଇଁ ଅଭିଭାବକ ରାଜି ନ ହେଲେ, ଅନଲାଇନ ହେବ ପାଠପଢ଼ା’ : ସମୀର ଦାଶ!