-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
04-Nov-2020
ଭଦ୍ରକ, (ପ୍ରେରଣା ଖବର) - ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅନ୍ତର୍ଗତ (ଭାୟା ଚୁଡାକୁଟି)ମୁଖ୍ୟ ରାସ୍ତା କଡ଼ରେ ନୂତନ କରି ଏକ ମଦ ଦୋକାନ ଖୋଲିଛି, ଯାହାକୁ ବିରୋଧ କରି ଆଜି ଜାତୀୟ କଂଗ୍ରେସ ତରଫରୁ ଧାମନଗର ବ୍ଲକ ସାମ୍ନାରେ ଆନ୍ଦୋଳନ କରାଯାଇଅଛି , ଏହି ଆନ୍ଦୋଳନରେ ଧାମନଗର ବ୍ଲକ ସଭାପତି ବିଦ୍ୟାଧର ଜେନା ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି ଏଥିରେ କଂଗ୍ରେସର ଅନେକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।