-+91-9937148622 |

prerana_bgr@rediffmail.com |

  Saturday 3rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   (02-Oct-2026)       ||      ଜନତାଙ୍କ ସହ ସମ୍ପର୍କ, ଜନତାଙ୍କ ପାଇଁ ସେବା — ଏହି ମନ୍ତ୍ରକୁ ନେଇ ଆଗକୁ ବଢ଼ୁଛି ଜନସମ୍ପର୍କ ଅଭିଯାନ।   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ଅସହାୟ ପିଲାଙ୍କ ପାଇଁ ସହାୟତାର ହାତ ୩୬ ଜଣ ଶିଶୁଙ୍କୁ ଉପହାର ବାକ୍ସ ପ୍ରଦାନ; ବାଲ୍ୟବିବାହ ଓ ଶିଶୁଶ୍ରମ ରୋକିବାକୁ ଶପଥ   (02-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ରେ ସନସ୍କୃତିକ କାର୍ଯ୍ଯ କ୍ରମ*- *ଖେଳାଳି ଓ ଦର୍ଶକ ଙ୍କ ମନ ମୋହିଲା ଗୀତ ନାଚ*   (02-Oct-2026)       ||      ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ,ଓ ସଫେଇ କାର୍ଯକ୍ରମ   (02-Oct-2026)       ||      ହରିଶ୍ଚନ୍ଦ୍ର ନାୟକଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା ସଭା:ଜଣେ ନିଷ୍ଠାପର କର୍ମଚାରୀ ଭାବେ ସବୁଦିନେ ମନେ ରହିବେ-ଅଧ୍ୟକ୍ଷ   (02-Oct-2026)       ||      ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାର ଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ‘ଗ୍ରୀନ୍ ଟିଟିଲାଗଡ଼ କ୍ଲିନ୍ ଟିଟିଲାଗଡ଼’ ଅଭିଯାନ - ବିଧାୟକ କରାଇଲେ ସ୍ଵଚ୍ଚତାକୁ ନେଇ ଶପଥ ପାଠ   (02-Oct-2026)       ||      ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ    (02-Oct-2026)       ||      କଟକ ସଦର ବ୍ଲକ କଂଗ୍ରେସ କମିଟି ତରଫରୁ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ   (02-Oct-2026)       ||      ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଠାରେ ଜାତୀୟ ସ୍ବେଚ୍ଛା କୃତ ରକ୍ତ ଦାନ ଶିବିର ଓ ସଚେତନତା ସଭା ଅନୁଷ୍ଟିତ   (02-Oct-2026)       ||      ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ଓ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମର ସଫଳତା ଉପରେ ପ୍ରଶ୍ନବାଚୀ?   (02-Oct-2026)       ||      *ଅକ୍ଟୋବର ୨ ନବରଙ୍ଗପୁର ଜିଲ୍ଲା ପ୍ରତିଷ୍ଠା ଦିବସ*   (02-Oct-2026)       ||      ବିଶ୍ୱ ଜଳାତଙ୍କ ଦିବସରେ ସଚେତନତା ବାର୍ତ୍ତା, ଜଳାତଙ୍କରୁ ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ   (02-Oct-2026)       ||      ହୀରାକୁଦ ର ଚର୍ଚ୍ଚିକା ରାନୀଙ୍କୁ ମିଳିଲା ଗ୍ଲୋବାଲ୍ ଆଇକନ୍ ଅଫ୍ ଇଣ୍ଡିଆ ର ସମ୍ମାନ |   (02-Oct-2026)       ||      ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   (01-Oct-2026)       ||      ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   (01-Oct-2026)       ||      ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା    (01-Oct-2026)       ||      ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   (01-Oct-2026)       ||     

HOME   ରାଜ୍ୟ

ଢେଙ୍କାନାଳ ବନ ବିଭାଗ ର ଦାୟିତ୍ଵହୀନତା ପାଇଁ ବିପଦ ରେ ଗଜରାଜ

30-Oct-2021



ଢେଙ୍କାନାଳ (ତାପସ ଦାସ) ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ କପିଳାଶ ବନାଞ୍ଚଳ ଅଧିନସ୍ଥ ସୋରିସିଆପଦା ଜଙ୍ଗଲରେ ଗୋଟିଏ ମୃତ ହାତୀର ଗଲିତ ସବକୁ ବନ ବିଭାଗ ଉଦ୍ଧାର କରିଛି ll ହାତିଟି ପ୍ରାପ୍ତ ବୟସ୍କ ଏବଂ ତିନି ଚାରି ଦିନ ପୂର୍ବରୁ ମରିଯାଇଥିବା ସ୍ଥାନୀୟ ଲୋକେ କହୁଛନ୍ତି l ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ, ହାତିଟି ଦୀର୍ଘ ଦିନ ଧରି ଅସୁସ୍ଥ ଅବସ୍ଥାରେ

ପଡି ରହିଥିଲା lଆଜି ଖବର ପାଇ ଗଣମାଧ୍ୟମର ପ୍ରତିନିଧି ମାନେ ପହଁଚି ଥିଲେ ହେଁ କପିଳାଶ ବନପାଳ ବି. ଏନ ମିଶ୍ର ହାତୀ ସମ୍ପର୍କ ରେ କୋଣସି ସୂଚନା ଦେବାକୁ ମନା କରିଦେଇଥିଲେ, ଏ ପରିକି ଫୋଟୋ ଉଠାଇଲେ ପୋଲିସ ଦ୍ୱାରା ଗିରଫ କରିବାକୁ ଧମକ ଦେଇଥିଲେ, ସତେ ଅବା ଢେଙ୍କାନାଳ ବନାଞ୍ଚଳ ବନରଖି ଙ୍କ ଠାରୁ ଆରମ୍ଭ କରି ରେଞ୍ଜର ଷଡ଼ଙ୍ଗୀ ଓ କପିଳାଶ ଏବଂ ଏସ. ଏ ଫ. ଓ ଏବଂ ଡି. ଏଫ ଓ ଢେଙ୍କାନାଳ ଙ୍କର ତାଲିବାନ ଶାସନ ଚାଲିଛି, କ୍ୟାମେରା କୁ ଦେଖିଲେ କଣ ପାଇଁ ଛାନିଆ ହେଉଛି ବନ ବିଭାଗ, ଏଇ ଗୋଟାଏ ସପ୍ତାହ ଭିତରେ ଦୁଇ ଦୁଇଟା ହାତୀ ଷଡ଼ଙ୍ଗୀ ଓ କପିଳାଶ ବନାଞ୍ଚଳରେ ଅକାଳ ମୃତ୍ୟୁବରଣ କରିବା କଣ ସ୍ପଷ୍ଟ କରୁ ନାହିଁକି.? ହାତୀ ଅଭୟାରଣ୍ୟରେ କେତେ ସୁରକ୍ଷିତ ଆମ ଗଜରlଜ, ଢେଙ୍କାନାଳ ବନ ବିଭାଗ ର ଏହି ଚରମ ଅବହେଳା କୁ ଘୋର ନିନ୍ଦା କରୁଛି ଗଂଦିଆ ପ୍ରେସ କ୍ଲବ ଓ ଗଂଦିଆ ଡିଜିଟାଲ ମିଡ଼ିଆ ଆସୋସୋସିଆନ l ଗତକାଲି ର ସୂଚନା ମୁତାବକ ରେଞ୍ଜର କପିଳାଶ ଶ୍ରୀ ମିଶ୍ର ସନ୍ଧ୍ୟା ପର୍ଯ୍ୟନ୍ତ କୋଣସି ସୂଚନା ନ ଦେବାରୁ ଗଣମାଧ୍ୟମ ର ପ୍ରତିନିଧି ମାନଙ୍କୁ ନିରାଶ ହୋଇ ଫେରିବାକୁ ପଡିଥିଲା,ସର୍ବଦା ଆମେ ହାତୀମାନଙ୍କୁ ଟ୍ରକି କରି ତାଙ୍କର ଗତିପଥ ସମ୍ପର୍କରେ ସୂଚନା ପାଇଥାଉ ବୋଲି କହୁଥିବା, ଏ,ସି, ଏଫ ରଶ୍ମି ରଞ୍ଜନ ସ୍ୱାଇଁ ଆଜି ଯୋଗାଯୋଗ ରଖିନଥିଲେ, ବନ ବିଭାଗ କହିବା ଅନୁଯାଇ ଯଦି ସେମାନେ ହାତୀମାନଙ୍କ ଗତିପଥ ସମ୍ପର୍କ ରେ ପ୍ରତିଦିନ ଅପଡେଟ ରିପୋର୍ଟ ରଖୁଛନ୍ତି, ତେବେ ଏତେ ଦିନ ଅସୁସ୍ଥ ଅବସ୍ଥାରେ ପଡି ପଡି ହାତିଟି ମରିଗଲା ଏବଂ ଚାରି ଦିନ ପର୍ଯ୍ୟନ୍ତ ବିଭାଗ ନିକଟରେ କୋଣସି ତଥ୍ୟ ମଧ୍ୟ ନଥିଲା, ଯାହା ଦୃଭାଗଜନିତ ବୋଲି ସାଧାରଣ ରେ ଆଲୋଚନା ହେଉଛି, ଯଦି ଏହିପରି ଭାବେ ଡି.ଏଫ ଓ ଢେଙ୍କାନାଳ ଏବଂ ତାଙ୍କ ନିର୍ଦେଶ ରେ ସାଧାରଣ ଜନତା ଓ ଗଣ ମାଧ୍ୟମ ଙ୍କୁ ନାଲି ଆଖି ଦେଖେଇ, ନିଜ ନିଜର ପକୃତ କର୍ମ କୁ ଭୁଲି ଯିବାଟା ନିହାତି ଅ ଗଣତ୍ରlତ୍ରିକ, ଏହାକୁ ଦୃଢ ନିନ୍ଦା କରିବା ସହିତ ବାରମ୍ବାର ହାତୀ ମୁର୍ତୁ ହେଉଥିବାରୁ ୫- ଟି  ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଦ୍ୱାରା ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀ ଅଫିସର ଙ୍କ ବିରୁଦ୍ଧ ଦୃଢ କାର୍ଯନୁଷ୍ଠାନ ପାଇଁ ସାଧାରଣ ରେ ଦାବି ହେଉଛି, ଏ ଠାରେ କହିରଖୁ କି ଯଦି କୋଣସି ଗଣମାଧ୍ୟମ ପ୍ରତିନିଧି ଙ୍କୁ ଧମକ ଚମକ କରିବା ପାଇଁ ଦୁଃସାହସ କରନ୍ତି, ବନବିଭାଗ ଢେଙ୍କାନାଳ ତାହାଲେ ଅନିଦ୍ଧିଷ୍ଟ ପାଇଁ କପିଳାଶ ରେଞ୍ଜ ଅଫିସ ଘେରିବ ଗଂଦି ଆ ସାମ୍ବାଦିକ ସଂଘ ଚେତାବନୀ ଦେଇଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   02-Oct-2026
  ଜିଲ୍ଲା  
ଜନତାଙ୍କ ସହ ସମ୍ପର୍କ, ଜନତାଙ୍କ ପାଇଁ ସେବା — ଏହି ମନ୍ତ୍ରକୁ ନେଇ ଆଗକୁ ବଢ଼ୁଛି ଜନସମ୍ପର୍କ ଅଭିଯାନ।   02-Oct-2026
  ଜିଲ୍ଲା  
ଗାନ୍ଧୀ ଜୟନ୍ତୀରେ ଅସହାୟ ପିଲାଙ୍କ ପାଇଁ ସହାୟତାର ହାତ ୩୬ ଜଣ ଶିଶୁଙ୍କୁ ଉପହାର ବାକ୍ସ ପ୍ରଦାନ; ବାଲ୍ୟବିବାହ ଓ ଶିଶୁଶ୍ରମ ରୋକିବାକୁ ଶପଥ   02-Oct-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍ ରେ ସନସ୍କୃତିକ କାର୍ଯ୍ଯ କ୍ରମ*- *ଖେଳାଳି ଓ ଦର୍ଶକ ଙ୍କ ମନ ମୋହିଲା ଗୀତ ନାଚ*   02-Oct-2026
  ଜିଲ୍ଲା  
ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ,ଓ ସଫେଇ କାର୍ଯକ୍ରମ   02-Oct-2026
  ଜିଲ୍ଲା  
ହରିଶ୍ଚନ୍ଦ୍ର ନାୟକଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା ସଭା:ଜଣେ ନିଷ୍ଠାପର କର୍ମଚାରୀ ଭାବେ ସବୁଦିନେ ମନେ ରହିବେ-ଅଧ୍ୟକ୍ଷ   02-Oct-2026
  ଜିଲ୍ଲା  
ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାର ଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ   02-Oct-2026
  ଜିଲ୍ଲା  
ଗାନ୍ଧୀ ଜୟନ୍ତୀରେ ‘ଗ୍ରୀନ୍ ଟିଟିଲାଗଡ଼ କ୍ଲିନ୍ ଟିଟିଲାଗଡ଼’ ଅଭିଯାନ - ବିଧାୟକ କରାଇଲେ ସ୍ଵଚ୍ଚତାକୁ ନେଇ ଶପଥ ପାଠ   02-Oct-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ    02-Oct-2026
  ଜିଲ୍ଲା  
କଟକ ସଦର ବ୍ଲକ କଂଗ୍ରେସ କମିଟି ତରଫରୁ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ   02-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଠାରେ ଜାତୀୟ ସ୍ବେଚ୍ଛା କୃତ ରକ୍ତ ଦାନ ଶିବିର ଓ ସଚେତନତା ସଭା ଅନୁଷ୍ଟିତ   02-Oct-2026
  ଜିଲ୍ଲା  
ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ଓ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମର ସଫଳତା ଉପରେ ପ୍ରଶ୍ନବାଚୀ?   02-Oct-2026

You Might Also Like