-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
28-Oct-2021
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ଭଇଁଷା ଗାଁରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଗୁଡିକ ଦୀର୍ଘଦିନ ହେଲା ବନ୍ଦହୋଇ ପଡିରହିଥିବାରୁ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିଲା ! ଏ ବାବଦରେ ପଂଚାୟତ ପ୍ରଶାସନ କୁ ଅନେକ ଥର ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା।ସରପଞ୍ଚ ଓ ଇଓ ଜାଣିଶୁଣି ଚୁପ୍ ରହିଥିଵାବେଳେ ଜଣେ ବିଜେଡି କର୍ମୀ ତଥା ପୂର୍ବତନ ହାଇସ୍କୁଲ ଶିକ୍ଷକ ହିମାଂଶୁ ଶେଖର ବେହେରା ତାଙ୍କ ନିଜ ପକେଟରୁ ଖର୍ଚ୍ଚକରି ଷ୍ଟ୍ରିଟଲାଇଟକୁ ମରାମତି କରିଛନ୍ତି !ଶ୍ରୀ ବେହେରା କହିଛନ୍ତିଯେ ଲୋକଙ୍କ ସାଥିରେ ସବୁବେଳେ ଓ ସବୁସମୟରେ ଛିଡା ହେବି ବୋଲି ! ତାଙ୍କ ଏଭଳି ମହତ୍ କାମକୁ ଦେଖି ଅଞ୍ଚଳବାସି ସାଧୁବାଦ ଜଣାଇଛନ୍ତି !