-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
28-Oct-2021
ନୂଆପଡ଼ା/ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) : ମମିତା କୁ ଉପଯୁକ୍ତ ନ୍ୟାୟ ଦିଆଯିବାକୁ ନେଇ ବିଭିନ୍ନ ଯାଗାରେ ଅନବରତ ଭାବେ ବନ୍ଦ ପାଳନ, ଆନ୍ଦୋଳନ ମୁଣ୍ଡ ଟେକିଛି lଏ କ୍ରମରେ ଆଜି ସକାଳ ୬ ଘଣ୍ଟା ରୁ ସଂଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ସମଗ୍ର ନୂଆପଡ଼ା ଜିଲ୍ଲା କୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ବନ୍ଦ କରିଦିଆଯାଇଛି lକୋମନା ଅଞ୍ଚଳ ରେ ଚନ୍ଦନ ଠାକୁର ନେତୃତ୍ବରେ ବନ୍ଦ ପାଳନ କରିଥିବାବେଳେ,ଖରିଆର ରୋଡ ରେ ଗୋଲ୍ଡି ଅଗ୍ରୱାଲ, ବୋଡ଼େନ ରେ ଅତିନ୍ଦ୍ର ସିଂ ମଲ୍ଲିକ, ସିନାପାଲି ରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ସୁବ୍ରତ ଠାକୁର,ଖରିଆର ରେ ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତୀ, ନୂଆପଡ଼ା ସଦର ରେ ବିଜେପି ୟୁଥ ପ୍ରେସିଡେଣ୍ଟ ଅଭିନନ୍ଦନ ପଣ୍ଡା,ପ୍ରଶନ୍ନ ପାଢି,ହୋମ ସିଂ ମାଝି, ସୁଶାନ୍ତ ପତି ଙ୍କ ନେତୃତ୍ବରେ ବନ୍ଦ ପାଳନ କରାଯାଇଛି