-+91-9937148622 |
prerana_bgr@rediffmail.com |
Friday 7th August 2026 |
R.N.I. Regd No. ODIODI/2010/46693
Breaking News
28-Oct-2021
ସମ୍ବଲପୁର (ପ୍ରେରଣା ଖବର) ସମ୍ବଲପୁର ଜିଲ୍ଲା, ବାମରା ବନ୍ୟପ୍ରାଣୀ ଡ଼ିଭିଜନ, କିସିଣ୍ଡା ଖଳାଶୁଣି ରେଞ୍ଜ, ର କୁଲେଡେରା ଜଙ୍ଗଲରୁ ଏକ ହାତୀ ର ମୃତ ଦେହ ଉଦ୍ଧାର ା ମୃତଦେହ ଉଦ୍ଧାର କରିଛି କିସିଣ୍ଡା ବନ୍ୟପ୍ରାଣୀ ରେଞ୍ଜ, ହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି , ଆଜି ହାତୀ ର ଶଵ ବ୍ୟବଚ୍ଛେଦ କରାଯିବ ବୋଲିି ଜଣାପଡିଛି, ଗତ ସପ୍ତାହରୁ ଏହି ହାତୀ ଟି ଅସୁସ୍ଥତା ହୋଇ ଚଲାବୁଲା କରିପାରୁନଥିଲା , ପ୍ରାଥମିକ ତଦନ୍ତରୁ ହାତୀ ର ଗୋଟିଏ ଗୋଡ଼ ଭାଙ୍ଗି ଯାଇଥିଲା, ଶରୀରର ବିଭିନ୍ନ ଅଂଶରେ ଘା ହୋଇଯାଇଥିବା ଦେଖିବାକୁ ମିଳିଛି ା