-+91-9937148622 |
prerana_bgr@rediffmail.com |
Friday 7th August 2026 |
R.N.I. Regd No. ODIODI/2010/46693
Breaking News
27-Oct-2021
ବାଲେଶ୍ବର(ପ୍ରେରଣା ଖବର) : ଧାମରା ସ୍ଥିତ ଅବଦୁଲ କାଲାମ ଆଇଲ୍ୟାଣ୍ଡରୁ ପରୀକ୍ଷା ହେଲା ଅଗ୍ନୀ-୫ ମିସାଇଲ। ରାତ୍ରିକାଳୀନ ଉତକ୍ଷେପଣ ହେଲା ଅଗ୍ନୀ-୫। ୫ ହଜାରରୁ ୮ ହଜାର କିଲୋମିଟର ରହିଛି ଲକ୍ଷ୍ୟଭେଦ କ୍ଷମତା। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ମିସାଇଲ ଅଗ୍ନୀ-୫ l ଏହା ହେଉଛି ଇଣ୍ଟରକଣ୍ଟିନେଣ୍ଟାଲ ବାଲେଷ୍ଟିକ ମିସାଇଲ ଅଗ୍ନୀ-୫। ବାୟୁମଣ୍ଡଳର ବାହାରକୁ ଯାଇ ଟାର୍ଗେଟରେ ପହଞ୍ଚିବ ଏହି ମିସାଇଲ। ଅଗ୍ନୀ-୫ ହେଉଛି ରିଏଣ୍ଟ୍ରି ଭେହିକିଲ ମିସାଇଲ।