-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
04-Nov-2020
ବାଲେଶ୍ବର: ଆଇଟିଆର ପରିସରରୁ ପରୀକ୍ଷା ହେଲା ରକେଟ ଲଞ୍ଚର ପିନାକା । 6 ରାଉଣ୍ଡରେ Extended range 45 କିଲୋମିଟର ଦୂରତାକୁ ହୋଇଛି ପରୀକ୍ଷା । 44 ସେକଣ୍ଡ ମଧ୍ୟରେ କରାଯାଇଛି 6 ରାଉଣ୍ଡ ପରୀକ୍ଷା । ଗୋଟିଏ ଲଞ୍ଚରରେ ଖଞ୍ଜା ଯାଇଥାଏ 12ଟି ରକେଟ୍ । କାର୍ଗିଲ ଯୁଦ୍ଧରେ ଏହି ଲଞ୍ଚର ବ୍ୟବହାର କରିଥିଲା ଭାରତୀୟ ସ୍ଥଳସେନା ।