-+91-9937148622 |
prerana_bgr@rediffmail.com |
Sunday 9th August 2026 |
R.N.I. Regd No. ODIODI/2010/46693
Breaking News
27-Oct-2021
କରଞ୍ଜିଆ-ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର ।ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ ।ନଭେମ୍ବର ପହିଲାରୁ ମିଳିବ ପ୍ରବେଶ ଅନୁମତି । ବିଭାଗ ପକ୍ଷରୁ ଚାଲିଛି ପ୍ରସ୍ତୁତି ।