-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
27-Oct-2021
କଣ୍ଟାମାଳ (ଅକୃର ସାହୁ) ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଳକ ବରଗାଁ ପଞ୍ଚାୟତରେ ଵିଧାୟକ ପାଣ୍ଠି ଟଙ୍କାକୁ ଠିକାଦାର ମାନେ ମନ ଇଚ୍ଛା ଘରୋଇ ଜମି ନିର୍ମାଣ କାର୍ଯ୍ୟ ରେ ବିନିଯୋଗ କରୁଥିବା ଚର୍ଚ୍ଚା ହେଉଛି। ଅଭିଯୋଗ ମତେ ବରଗାଁ ପଞ୍ଚାୟତରେ ହେଉଥିବା କୁଞ୍ଜଗୁଡି ଓ କମ୍ଯୁନିଟି ସେଣ୍ଟର ଘର ତିଆରି ଚାଳିଛି । କିନ୍ତୁ ଅନ୍ଯ ଜାଗା ର ସ୍କେଚ୍ ମେପ୍ ଦେଇ ଅନ୍ୟ ଜାଗାରେ କାମ ଚାଲି ଥିବା ଜଣାପଡ଼ିଛି । ସରକାରୀ ଟଙ୍କାକୁ ସଠିକ୍ ଭାବରେ ଵିନିଯୋଗ କରୁନଥିବା ପରି ସଙ୍ଗିନ ଅଭିଯୋଗ ଆସିଥିଲେ ମଧ୍ୟ କୌଣସି କାମରେ ଲାଗୁନି l ଵରଗାଁ ସରକାରୀ କନିଷ୍ଠ ଯନ୍ତ୍ରୀ ଜଣାଈଲେ ମଧ୍ୟ ତାରକର୍ଣ୍ଣ ପାତ କରୁନଥିବା ଆଲୋଚନା ବିଷୟ ହେଉଛି l