-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
27-Oct-2021
କାମାକ୍ଷା ନଗର(ତାପସ ଦାସ) -ଅବକାରୀ ଅଧିକ୍ଷକ ପ୍ରଦୀପ ପାଣିଗ୍ରାହୀଙ୍କ ନିର୍ଦେଶ କ୍ରମେ ସଦର ଇନ୍ସ୍ପେକଟର ସମୀର କୁମାର ମହାନ୍ତିଙ୍କ ତୱତାବ ରେ କାମାକ୍ଷା ନଗର ଥାନା ଅନ୍ତର୍ଗତ ଅନନ୍ତ ପୁର ଗୋଡି ସାହିରେ କାମାକ୍ଷା ନଗର ଅବକାରୀ ବିଭାଗର ନଜର ଥିଲା ଓ ଗୋଡ଼ିସାହିର ଦେବେନ୍ଦ୍ର ପାତ୍ର ନାମକ ୧୦ଗ୍ରାମ ବ୍ରାଉନ ସୁଗାର ଜବତ କରିଛି,ଓ ଜଣେ ଗିରଫ, କାମାକ୍ଷା ନଗର ଅଞ୍ଚଳରେ ଧଳା ଜହର ଓ ବ୍ରାଉନ ସୁଗାର ବେପାର ବଡ଼ିବାରେ ଲାଗିଛି