-+91-9937148622 |

prerana_bgr@rediffmail.com |

  Saturday 10th October 2026 |

| | | |

R.N.I. Regd No. ODIODI/2010/46693

Breaking News

ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ରେ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Oct-2026)       ||      ଛାତ୍ର ସଂସଦ ନିର୍ବାଚନ: ସରିଲା ନାମାଙ୍କନ♦️ କଣ୍ଟାମାଳ କଲେଜ ରୁ ୧୮ଜଣ କଲେ ନାମାଙ୍କନ ୫ଜଣ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ, ଜଣଙ୍କ ପ୍ରାର୍ଥୀପତ୍ର ନାକଚ    (09-Oct-2026)       ||      ବାଦ୍ ପଡ଼ିଥିବା ଏବଂ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ   (09-Oct-2026)       ||      ବରଗଡ଼ର ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱର ଦଲିଲୀକରଣ ପାଇଁ ଜାତୀୟ ଆଲୋଚନାଚକ୍ର   (09-Oct-2026)       ||      ସାମାଜିକ ଗଣମାଧ୍ୟମରେ ଉଦୀୟମାନ ଧାରା ଉପରେ ପ୍ରଥମ ଅଧିବେଶନ - ସରକାରୀ ସଂଚାରରେ ନୂତନ ପ୍ରଯୁକ୍ତି, ତଥ୍ୟର ସତ୍ୟତା ଓ ଜନସହଭାଗିତା ଉପରେ ଗୁରୁତ୍ୱ   (09-Oct-2026)       ||      ୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ   (09-Oct-2026)       ||      ଓଡ଼ିଶା ସୂଚନା ସେବା (OIS) ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ସୋସିଆଲ ମିଡିଆ ଟ୍ରେଣ୍ଡ ଏବଂ AI-ଆଧାରିତ ସଂଚାର ଉପରେ ଆଲୋଚନା   (09-Oct-2026)       ||      *ଝରୀଗୁଡା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ଗଛରେ ପିଟିଲା ଅଲଟୋ କାର୍, ସ୍ୱାମୀ-ସ୍ତ୍ରୀ ମୃତ*   (09-Oct-2026)       ||      ସୁଦୀପ କୁମାର ତ୍ରିପାଠୀ♦️ ମାନବିକତାର ଜ୍ୱଳନ୍ତ ଉଦାହରଣ - ୩୨ ଦିନର ଶିଶୁକୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ    (09-Oct-2026)       ||      ସିରୋଲ କ୍ଲଷ୍ଟରରେ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ   (09-Oct-2026)       ||      ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ    (09-Oct-2026)       ||      ବଲାଙ୍ଗୀର ବନଖଣ୍ଡରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ଉଦ୍‌ଯାପିତ   (09-Oct-2026)       ||      *ଦରଖାସ୍ତ ନଦେଇ ଫେରିଗଲେ ମହିଳାମାନେ, ଅବକାରୀ ଥାନା ରେ ପଡ଼ିଛି ତାଲା !*   (09-Oct-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ ଚତୁର୍ଥ ମାସିକ ବୈଠକ ଅନୁଷ୍ଠିତ   (09-Oct-2026)       ||      ବରପାଲିରେ ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟ ଓ ସହାୟକ ଉପକରଣ ବଣ୍ଟନ ଶିବିର   (09-Oct-2026)       ||      ସରପଞ୍ଚ ସଂଘ ସଭାପତିଙ୍କ ବିରୋଧରେ ଥାନାରେ ମାମଲା   (09-Oct-2026)       ||      ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଚଢ଼ାଉ   (09-Oct-2026)       ||      ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   (09-Oct-2026)       ||      *ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||     

HOME   ମହାନଗର

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ କୁ ବିରୋଧ କରି, ଘଟଣା ର ସି.ବି.ଆଇ ତଦନ୍ତ ଓ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ବହିଷ୍କାର ଦାବିରେ ଆସନ୍ତା କାଲି ସମ୍ବଲପୁର ବିଜେପି ର ୧୨ ଘଣ୍ଟିଆ ସମ୍ବଲପୁର ଜିଲ୍ଲା ବନ୍ଦ ଡାକରା

25-Oct-2021



ସମ୍ବଲପୁର (ସଂଜୀବ କୁମାର ପାଣିଗ୍ରାହୀ) :- ରାଜ୍ୟ ରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ଅତି ଦୁର୍ବଳ ଓ ଜଟିଳ ହେଇଗଲାଣି । ଚୋରି, ରାହାଜାନି, ଡକାୟତି, ବଳାତ୍କାର, ହତ୍ୟା, ନାରୀ ନିର୍ଯ୍ୟାତନା, ଅବାଧ ନିଶା କାରବାର ବୃଦ୍ଧି ପାଇଛି । ସମସ୍ତ ପ୍ରକାର ଅସାମାଜିକ ଓ ଅପରାଧିକ କାର୍ଯ୍ୟକଳାପ ର ପ୍ରାଦୁର୍ଭାବ ବୃଦ୍ଧି ଯୋଗୁଁ ରାଜ୍ୟ ର ଗରିବ, ନିରୀହ, ସରଳ ଜନସାଧାରଣ ହଇରାଣ ହେଉଛନ୍ତି ଏବଂ ଶାରୀରିକ, ଆର୍ଥିକ, ମାନସିକ କ୍ଷତି ସହୁଛନ୍ତି । ତତ୍ ସଙ୍ଗେ ସଙ୍ଗେ ଏଭଳି ଅନେକ ଘଟଣାରେ ଶାସକ ଦଳ ର ନେତା, ମନ୍ତ୍ରୀ, କର୍ମୀ ଙ୍କ ପ୍ରତ୍ୟକ୍ଷ ବା

ପରୋକ୍ଷ ସମ୍ପୃକ୍ତି ର ଅଭିଯୋଗ ଆସୁଥିବାର ପରିଲକ୍ଷିତ ହେଉଛି । ନିଜର ସଂଖ୍ୟା ଗରିଷ୍ଠତା ର ଗର୍ବ ଅହଙ୍କାର ରେ ବଶବର୍ତ୍ତୀ ରାଜ୍ୟ ସରକାର ନିଜର ସ୍ୱଚ୍ଛ ଛବି ର ମିଥ୍ୟା ଆବରଣ କୁ ବଞ୍ଚେଇବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଘଟଣା ରେ ହସ୍ତକ୍ଷେପ କରିବାର ଅଭିଯୋଗମାନ ରହୁଛି । ଶାସକ ଦଳ ଓ ସରକାରୀ ଚାପ ଓ ହସ୍ତାକ୍ଷପ ଫଳରେ ଘଟଣା ଗୁଡିକର ତଦନ୍ତ ଦିଗହରା ହେଉଛି ଓ ଘଟଣା ରେ ପ୍ରଭାବିତ ବ୍ୟକ୍ତି କିମ୍ବା ପରିବାର ନ୍ୟାୟ ପାଇପାରୁନାହାଁନ୍ତି । ନିକଟ ଅତୀତରେ ଘଟିଥିବା କୁନ୍ଦୁଲି ଘଟଣା, ପରୀ ହତ୍ୟା ଘଟଣା, ମାହାଙ୍ଗା ଡବଲ ମର୍ଡର ଘଟଣା, ACF ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା ଭଳି ଅନେକ ଘଟଣା ଏହାର ନିଚ୍ଛୁକ ଉଦାହରଣ ।
         ବର୍ତ୍ତମାନ ଠିକ ସେଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାରେ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡ ବ୍ଲକ ର କେଗାଁ ଥାନା ଅଞ୍ଚଳରେ ରହିଥିବା ମହଲିଙ୍ଗ ସନ ସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ସୁଶ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲା । ପ୍ରଥମେ ସୁଶ୍ରୀ ମମିତା ମେହେର ଙ୍କ ନିଖୋଜ ଘଟଣା, ପରେ ଅନୁଷ୍ଠାନ ର ମାଲିକ ଗୋବିନ୍ଦ ସାହୁ ଫେରାର ଘଟଣା ଓ ଏବେ ମମିତା ମେହେର ଙ୍କର ମୃତଦେହ ଉଦ୍ଧାର ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । *ବର୍ତ୍ତମାନ ତ ଘଟଣା ର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ବି ହୋଇ ସାରିଲାଣି ଓ ସେ ମମିତା ମେହେର ଙ୍କୁ ହତ୍ୟା କରିଥିବା କଥା ପୋଲିସ ସାମ୍ନା ରେ ସ୍ୱୀକାର ମଧ୍ୟ କରି ସାରିଲାଣି । କିନ୍ତୁ, ରାଜ୍ୟ ର ଅନ୍ୟାନ୍ୟ ଘଟଣା ଭଳି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁ ମଧ୍ୟ ଦୋଷମୁକ୍ତ କରି ଖସେଇ ଦେବାର କୁଚକ୍ରାନ୍ତ ସରକାରୀ ସ୍ତରରେ ଆରମ୍ଭ ହୋଇ ସାରିଲାଣି ବୋଲି ରାଜ୍ୟବାସୀ ଅନୁଭବ କଲେଣି ।
        ଏହି ଘଟଣା ରେ ପ୍ରଥମରୁ ରାଜ୍ୟ ର ଗୃହ ରାଷ୍ଟମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଙ୍କ ଉପରକୁ ଆଙ୍ଗୁଳି ଉଠିଛି । ଅନୁଷ୍ଠାନ ର ମାଲିକ ଗୋବିନ୍ଦ ସାହୁ ଙ୍କ ସହିତ ମନ୍ତ୍ରୀ କ୍ୟାପଟେନ ମିଶ୍ର ଙ୍କ ଘନିଷ୍ଠ ସମ୍ପର୍କ ଓ ଅନେକ ପାରିପାର୍ଶ୍ବିକ ପରିସ୍ଥିତି ମନ୍ତ୍ରୀ ଓ ଅନେକ ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ଙ୍କୁ ସନ୍ଦେହ ଘେରକୁ ଟାଣି ଆଣିଛି । ପ୍ରତ୍ୟେକ ଦିନ ଅନୁସନ୍ଧାନ ପରେ ନୂଆଁ ନୂଆଁ ତଥ୍ୟ ଓ ଅଭିଯୋଗମାନ ଲୋକାଲୋଚନ କୁ ଆସୁଛି । ରାଜ୍ୟର ଖବରକାଗଜ ଗୁଡିକରେ ପ୍ରମୁଖପୃଷ୍ଠା ମଣ୍ଡିତ କରୁଥୁବା ଘଟଣାମାନ ପଢିଲା ପରେ ରାଜ୍ୟବାସୀ ଭୟଭୀତ ଓ ଚିନ୍ତିତ ।
 

       ଯେହେତୁ ଏହି ଘଟଣାରେ ରାଜ୍ୟ ସରକାରଙ୍କର ଅନେକ ନେତା, ମନ୍ତ୍ରୀ ଓ ବ୍ୟବସ୍ଥାର ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ଙ୍କ ପରୋକ୍ଷ ଓ ପ୍ରତ୍ୟକ୍ଷ ସମ୍ପୃକ୍ତି ର ଅଭିଯୋଗ ଆସୁଛି ତେଣୁ ଏହି ଘଟଣାର ନିରପେକ୍ଷ ଓ ନିର୍ଭୁଲ ତଦନ୍ତ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟ ର ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ମିଶ୍ର ଙ୍କ ବିରୁଦ୍ଧରେ ଆସୁଥୁବା ଅଭିଯୋଗ ର ତଦନ୍ତ ତାଙ୍କ ଅଧୀନରେ ଥିବା ପୋଲିସ ବିଭାଗ କିଭଳି କରିବ ତାହା ରାଜ୍ୟବାସୀ ଓ ପିଡିତା ଙ୍କ ପରିବାର କୁ ଠିକ ଜଣା । 
       ଏଣୁ, ସାମ୍ପ୍ରତିକ ଘଟନାଚକ୍ର କୁ ବିଚାରକୁ ନେଇ ରାଜ୍ୟ ବିଜେପି ର ନିର୍ଦ୍ଦେଶ କ୍ରମେ ଆଜି ସମ୍ବଲପୁର ଜିଲ୍ଲା ବିଜେପି ରେ ଏକ ଜରୁରୀକାଳୀନ ବୈଠକ ଆଦୃତ କରାଯାଇଥିଲା । ଏହି ବୈଠକରେ ମମିତା ମେହେର ହତ୍ୟାକାଣ୍ଡ ସମ୍ପର୍କିତ ସମସ୍ତ ବିଷୟ ଓ ସମସ୍ତ ଦିଗ କୁ ଆଲୋଚନା ହୋଇଥିଲା l  
.
ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା ର ନିରପେକ୍ଷ ଓ ଉଚିତ ତଦନ୍ତ ପାଇଁ କାଳ ବିଳମ୍ବ ନକରି ଏହି ଘଟଣା ର ତଦନ୍ତ ଦାୟିତ୍ୱ ସି.ବି.ଆଇ କୁ ହସ୍ତାନ୍ତର, ରାଜ୍ୟ ର ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ତକ୍ଷଣାତ ସମସ୍ତ ପଦପଦବୀରୁ ବହିଷ୍କାର, ଘଟଣା ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ସମସ୍ତ ଦୋଷୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ସୁଶ୍ରୀ ମମିତା ମେହେର ଚାକିରୀ କରି ପରିବାର ର ଭରଣପୋଷଣ କରୁଥୁଲେ ତେଣୁ  ପିଡିତା ଙ୍କ ପରିବାର କୁ ୫୦ଲକ୍ଷ ଟଙ୍କା ଆର୍ଥିକ କ୍ଷତି ପୂରଣ, ପିଡିତା ଙ୍କ ପରିବାର ର ଜଣକୁ ସରକାରୀ ଚାକିରୀ  ରେ ନିଯୁକ୍ତି ଦାବୀରେ ଆସନ୍ତା ଆସନ୍ତା ୨୬ ତାରିଖ ଦିନ ସମ୍ବଲପୁର ଜିଲ୍ଲା ବ୍ୟାପି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି l

   ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗିରିଶ ପଟେଲ ଙ୍କ ସଭାପତିତ୍ୱ ରେ ହୋଇଥିବା ଆଜିର ଏହି ଜରୁରୀକାଳୀନ ବୈଠକରେ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ  ଜୟ ନାରାୟଣ ମିଶ୍ର, ରାଜ୍ୟ ବିଜେପି ଉପସଭାପତି ତଥା ରେଙ୍ଗାଲି ବିଧାୟକ ନାଉରି ନାୟକ, ପୂର୍ବତନ କୁଚିଣ୍ଡା ବିଧାୟକ ତଥା ରାଜ୍ୟ ସାଧାରଣ ସମ୍ପାଦକ  ରବି ନାରାୟଣ ନାୟକ,  ରାଜ୍ୟ ସମ୍ପାଦକ ସୀମାଞ୍ଚଳ ଖଟେଇ ଓ  ଶ୍ରୀ ଟଙ୍କଧର ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ମହାପାତ୍ର  ଓ ରାମ ଚନ୍ଦ୍ର ମେହେର, ଜିଲ୍ଲା ସାଧାରଣ ସମ୍ପାଦକ  ଅନିଲ ବେହେରାା, ବରିଷ୍ଠ ବିଜେପି ନେତା ଦାମୋଦର କର, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସମୀର ରଞ୍ଜନ ବାବୁୁ ଉପସ୍ଥିତ ଥିଲେ ।
   


News Comment




Photo in News

Advertisment
Lastest News
  ଜିଲ୍ଲା  
ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ରେ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   09-Oct-2026
  ଜିଲ୍ଲା  
ଛାତ୍ର ସଂସଦ ନିର୍ବାଚନ: ସରିଲା ନାମାଙ୍କନ♦️ କଣ୍ଟାମାଳ କଲେଜ ରୁ ୧୮ଜଣ କଲେ ନାମାଙ୍କନ ୫ଜଣ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ, ଜଣଙ୍କ ପ୍ରାର୍ଥୀପତ୍ର ନାକଚ   09-Oct-2026
  ରାଜ୍ୟ  
ବାଦ୍ ପଡ଼ିଥିବା ଏବଂ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ   09-Oct-2026
  ଜିଲ୍ଲା  
ବରଗଡ଼ର ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱର ଦଲିଲୀକରଣ ପାଇଁ ଜାତୀୟ ଆଲୋଚନାଚକ୍ର   09-Oct-2026
  ଜିଲ୍ଲା  
ସାମାଜିକ ଗଣମାଧ୍ୟମରେ ଉଦୀୟମାନ ଧାରା ଉପରେ ପ୍ରଥମ ଅଧିବେଶନ - ସରକାରୀ ସଂଚାରରେ ନୂତନ ପ୍ରଯୁକ୍ତି, ତଥ୍ୟର ସତ୍ୟତା ଓ ଜନସହଭାଗିତା ଉପରେ ଗୁରୁତ୍ୱ   09-Oct-2026
  ଜିଲ୍ଲା  
୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ   09-Oct-2026
  ଜିଲ୍ଲା  
ଓଡ଼ିଶା ସୂଚନା ସେବା (OIS) ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ସୋସିଆଲ ମିଡିଆ ଟ୍ରେଣ୍ଡ ଏବଂ AI-ଆଧାରିତ ସଂଚାର ଉପରେ ଆଲୋଚନା   09-Oct-2026
  ଜିଲ୍ଲା  
*ଝରୀଗୁଡା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ଗଛରେ ପିଟିଲା ଅଲଟୋ କାର୍, ସ୍ୱାମୀ-ସ୍ତ୍ରୀ ମୃତ*   09-Oct-2026
  ଜିଲ୍ଲା  
ସୁଦୀପ କୁମାର ତ୍ରିପାଠୀ♦️ ମାନବିକତାର ଜ୍ୱଳନ୍ତ ଉଦାହରଣ - ୩୨ ଦିନର ଶିଶୁକୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ   09-Oct-2026
  ଜିଲ୍ଲା  
ସିରୋଲ କ୍ଲଷ୍ଟରରେ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ   09-Oct-2026
  ଜିଲ୍ଲା  
ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ   09-Oct-2026
  ଜିଲ୍ଲା  
ବଲାଙ୍ଗୀର ବନଖଣ୍ଡରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ଉଦ୍‌ଯାପିତ   09-Oct-2026

You Might Also Like