-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
24-Oct-2021
ଢେଙ୍କାନାଳ (ତାପସ ଦାସ) ଗତ ଦୁଇ ତିନି ଦିନ ହେଲା 100 ରୁ ଉର୍ଦ୍ଧ ଜଙ୍ଗଲୀ ହାତୀ ପରଜଙ୍ଗ, ସାନ୍ଦ। ଓ ପାଳସାହି ଆଦି ଅଂଚଳ ରେ ରହି ଭୟର ବାତାବରଣ ସୃଷ୍ଟି କରୁଛନ୍ତି ଓ ଫସଲ ର ବ୍ୟାପକ କ୍ଷତି କରୁଛନ୍ତି।
କାଲି ବିଲମ୍ବିତ ରାତିରେ କ୍ଷେତକୁ ଫସଲ ଜଗିବାକୁ ଯାଇଥିବା ବେଳେ, କଙ୍କଡା ଷୋଡ। ଗ୍ରାମ ର ମୁଣ୍ଡପୋତା ସାହୁ-ବୟସ 53 , ପିତା- ଗନ୍ଧର୍ବ ସାହୁଙ୍କୁ ଦଳି ଦେଇଥିଲା ହାତୀ ।ସେ ଗୁରୁତର ହୋଇ ଏବେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ରେ ଚିକିଶ୍ଚିତ ଅଛନ୍ତି। ଅନ୍ୟ ଜଣେ ବ୍ୟକ୍ତି ରାତିରେ ଗଛ ଉପରେ ଚଢ଼ିଯାଇ ଜୀବନ ବଞ୍ଚେଇ ଥିବା ପରଜଙ୍ଗ ଥାନା ଅଧିକାରୀ ସୌଭାଗ୍ୟ ରଞ୍ଜନ ସ୍ଵାଇଁ ସୂଚନା ଦେଇଛନ୍ତି l